Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

National & International News in Odia

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ; ଆଇନ ମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ବଡ ଧରଣର ଅଦଳବଦଳ। ଆଇନ ମନ୍ତ୍ରୀ ପଦରୁ ହଟିଲେ କିରଣ ରିଜିଜୁ। ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ...

କର୍ଣ୍ଣାଟକର କିଙ୍ଗ୍ ସ୍ଥିର କଲା କଂଗ୍ରେସ; ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ, ଡିକେ ଶିବକୁମାର ହେବେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ସମୟର କସରତ ଏବଂ ମାନସ ମନ୍ଥନ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଉପରେ ସହମତି ପ୍ରକାଶ ପାଇଛି।...

ଡିଲିଟ୍ ହୋଇଯିବ ଦୁଇ ବର୍ଷ ଧରି ବ୍ୟବହାର ହୋଇ ନଥିବା Gmail ଆକାଉଣ୍ଟ!

ନୂଆଦିଲ୍ଲୀ: ଯଦି ଆପଣ ଦୁଇ ବର୍ଷ ଧରି ଆପଣଙ୍କର Gmail ଆକାଉଣ୍ଟ ବ୍ୟବହାର କରିନାହାଁନ୍ତି ତେବେ ଡିଲିଟ୍ ହୋଇଯିବ ଆକାଉଣ୍ଟ।...

ବିମାନରେ ବିଡି ପିଇ ଯାତ୍ରୀ ଗିରଫ

ବେଙ୍ଗାଲୁରୁ: ବିମାନରେ ବିଡି ପିଇ ଯାତ୍ରୀ ଗିରଫ। ଏଭଳି ଏକ ଘଟଣା ଘଟିଛି ଅହମ୍ମଦାବାଦରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିବା...

ଏଣିକି କର୍ପୋରେଟ୍ ଅଫିସ୍‌ରେ ମଦ ଓ ବିୟର ପିଇପାରିବେ କର୍ମଚାରୀ

ନୂଆଦିଲ୍ଲୀ: ଏଣିକି ଅଫିସ୍‌ରେ ପିଇପାରିବେ ମଦ ଓ ବିୟର। ଏମିତି ଏକ ନୂଆ ନୀତି ଆଣିଛନ୍ତି ହରିୟାଣା ସରକାର। ନୂତନ...

ଏଣିକି ସହଜରେ ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍

ଭୁବନେଶ୍ୱର: ଆପଣଙ୍କ ମୋବାଇଲ୍‌ ହଜିଯାଇଛି କି? ଏଣିକି ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଏଥିପାଇଁ...

ଲଭ୍ ମ୍ୟାରେଜରେ ହେଉଛି ଅଧିକ ଛାଡ଼ପତ୍ର, ଦମ୍ପତ୍ତିକୁ ମେଡିଟେସନର ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କହିବା କଥା ଅଧିକାଂଶ ଛାଡ଼ପତ୍ର କେବଳ ପ୍ରେମ ବିବାହରେ ହେଉଛି। ବୁଧବାର ଏକ ମାମଲାର ଶୁଣାଣି ସମୟରେ...

କର୍ଣ୍ଣାଟକ ପରାଜୟରେ ତେଲଙ୍ଗାନା ବିଜେପି ଦୁଇ ଫାଳ ! ହିନ୍ଦୁତ୍ଵ ପ୍ରସଙ୍ଗରେ ଅସହମତ ନେତା

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ରେ ପରାଜୟର ପ୍ରଭାବ ତେଲଙ୍ଗାନା ରାଜ୍ୟ ଭାରତୀୟ ଜନତା ପାର୍ଟି ଉପରେ ପଡ଼ିଛି। ରାଜ୍ୟରେ...

ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପ୍ରେସ ସଚିବ ରହିଥିବା ସୁନକଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: କଥିତ ବୀମା ମାମଲାରେ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ତତ୍କାଳୀନ ପ୍ରେସ୍ ସଚିବ ସୁନକ ବାଲିଙ୍କ ଦିଲ୍ଲୀ...

ଦୁର୍ଘଟଣାରେ ଆସାମର ଲେଡି ସିଂଘମ୍‌ଙ୍କ ମୃତ୍ୟୁ

ଦିଶପୁର: ଆସାମର ଲେଡି ସିଂଘମ ତଥା ସବ୍‌-ଇନ୍ସପେକ୍ଟର ଜୁନମୋନୀ ରାଭାଙ୍କର ପରଲୋକ ହୋଇଛି। ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା...

ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଏକାକୀ ନେବେ ଶପଥ, ଉପମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଜାରି କସରତ ପରେ ସିଦ୍ଧରମୈୟାଙ୍କ ପକ୍ଷରେ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା...

ବଢିଲା ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା, ମମତାଙ୍କ ପୋଲିସ୍ ଦେବେ Z କାଟାଗୋରୀର ସୁରକ୍ଷା

କୋଲକାତା: ପୂର୍ବତନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବ୍ୟବସ୍ଥା ବଢା ଯାଇଛି। ପଶ୍ଚିମବଙ୍ଗ ପୋଲିସ...