Odisha News
କାହିଁକି ହେଲା ଦୁର୍ଘଟଣା? ଜଣାପଡ଼ିବ ସତ; ଲୋକ ପାଇଲଟଙ୍କ ପ୍ରାଥମିକ ବୟାନ ରେକର୍ଡ
ବାଲେଶ୍ୱର: ଶୁକ୍ରବାର ବାଲେଶ୍ବର ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି। କାହିଁକି ଓ କେମିତି ଘଟିଲା...
ଆହତଙ୍କ ଚିକିତ୍ସା ଲାଗି ରକ୍ତ ଦାନ କଲେ ବାବୁସାନ
ବାଲେଶ୍ବର: ବାଲେଶ୍ବର ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ନୂଆ ଜୀବନ ଦେବା ଲାଗି ଅନେକ ଲୋକ ସହାୟତାର ହାତ ବଢାଉଛନ୍ତି।...
ଦୁର୍ଘଟଣାସ୍ଥଳ ପରଦର୍ଶନ କଲେ ରେଳ ସୁରକ୍ଷା କମିଶନର; ପରଖିଲେ ସ୍ଥିତି
ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଘଟିଥିବା ଭୟଙ୍କର ଟ୍ରିପଲ ଟ୍ରେନ ଦୁର୍ଘଟଣାର ତିନି ଦିନ ପରେ ରେଳ ସୁରକ୍ଷା କମିଶନର ଶୈଲେଶ...
ବାହାନଗା ଟ୍ରେନ୍ ଦୁର୍ଘଟଣା; ୧୭୦ ମୃତଦେହ ଚିହ୍ନଟ; ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ବର ଜିଲ୍ଲାର ଟ୍ରିପଲ ଟ୍ରେନ ଦୁର୍ଘଟଣା ସ୍ଥଳରେ ପୁନଃସ୍ଥାପିତ ଟ୍ରାକରେ ଟ୍ରେନ ଚଳାଚଳ ଧୀରେ ଧୀରେ ଆରମ୍ଭ...
“ଅଲପୋ ଅଲପୋ ମେଘ ଥେକେ ହାଲକା ବ୍ରିଷ୍ଟି ହୋଏ”, ବାହାନଗା ଟ୍ରାକରୁ ମିଳିଲା ଲଭ ଲେଟର
ବାଲେଶ୍ଵର: ବାହାନଗା ଟ୍ରେନ୍ ଟ୍ରାଜେଡି ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଛି। ଟ୍ରାକର ଧ୍ୱଂସାବଶେଷ ଓ ମରାମତି କାମ ସରିବା...
ମନେ ରହିବ ଦୁର୍ଘଟଣା; ସ୍ଵାଭାବିକ ଅବସ୍ଥାକୁ ଫେରୁଛି ସ୍ଥିତି, ବାହାନଗା ଦେଇ ଗତି କଲା ବନ୍ଦେ ଭାରତ ଏକ୍ସପ୍ରେସ୍
ବାଲେଶ୍ଵର: ଦୀର୍ଘ ୫୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ବାହାନଗା ଟ୍ରାକରେ ପ୍ରଥମ ଟ୍ରେନ ଗଡ଼ିଥିଲା।...
ବାହାନଗା ଟ୍ରେନ୍ ଦୁର୍ଘଟଣା; ସହାୟତାର ହାତ ବଢାଇଲେ ବିରେନ୍ଦ୍ର ସେହଓ୍ବାଗ, ଅନାଥ ପିଲାଙ୍କୁ ଦେବେ ମାଗଣା ଶିକ୍ଷା ସୁବିଧା
ମୁମ୍ବାଇ: ଗତ ଶୁକ୍ରବାର ଦିନ ଓଡିଶାର ବାଲେଶ୍ବରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଭାରତୀୟ ରେଳ ଇତିହାସରେ ସବୁଠାରୁ ବଡ...
ବାହାନଗା ରେଳ ଦୁର୍ଘଟଣା; ଆଜି ପାଇଁ ବାତିଲ ହେଲା ୨ଟି ଏକ୍ସପ୍ରେସ
ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ଏହା ଭିତରେ ୩ ଦିନ ବିତିଯାଇଛି। ଏବେ ବି ସେ ଛାତିଥରା ଦୃଶ୍ୟ ଲୋକଙ୍କ...
ବାହାନଗା ପରେ ରାଜ୍ୟରେ ଆଉ ଏକ ଟ୍ରେନ ଦୁର୍ଘଟଣା, ବରଗଡ଼ରେ ମାଲବାହୀ ଟ୍ରେନର ୫ ବଗି ଲାଇନଚ୍ୟୁତ୍
ବରଗଡ଼: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡିର ବିଭୀଷିକା ଦୃଶ୍ୟ ଲୋକଙ୍କ ମନରୁ ନଲିଭିଣୁ ରାଜ୍ୟରେ ପୁଣି ଏକ ଟ୍ରେନ...
ଅଣସର ଘରେ ତିନିଠାକୁର; ଅଲାରନାଥଙ୍କୁ ଦର୍ଶନ କଲେ ଭକ୍ତ
ପୁରୀ: ଗତକାଲି ଥିଲା ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ସୁବାଶିତ ଜଳରେ ସ୍ନାନ ପରେ ମହାପ୍ରଭୁଙ୍କୁ ଏବେ ଜ୍ୱର...
ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ, ଏଯାଏଁ କେରଳ ଛୁଇଁନି ମୌସୁମୀ
ଭୁବନେଶ୍ବର: ସମଗ୍ର ରାଜ୍ୟରେ ଅସମ୍ଭାଳ ତାତିକୁ ଅସହ୍ୟ ହେଉଛି ଗୁଳୁଗୁଳି। କଲବଲ ହେଉଛନ୍ତି ରାଜ୍ୟବାସୀ। ଦିନ ତାପମାତ୍ରା ବୃଦ୍ଧି ହେଉଥିବାରୁ ବିଭିନ୍ନ...
ସରିଲା ଟ୍ରାକ୍ ମରାମତି, ଗଡିଲା ପ୍ରଥମ ଟ୍ରେନ୍; ହାତଯୋଡି ପ୍ରଥମ ଟ୍ରେନକୁ ପ୍ରଣାମ କଲେ ରେଳମନ୍ତ୍ରୀ
ବାଲେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ପରେ ମରାମତି କରାଯାଇଛି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନ। ଟ୍ରାକ୍ ମରାମତି ଗଡିଲା ଟ୍ରେନ। ପ୍ରଥମେ...
