Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha News

ରେଞ୍ଜରଙ୍କୁ ଦଳି ଦେଲା ଦନ୍ତା, ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜରେ ବଡ଼ ଅଘଟଣ। ହାତୀ ଘଉଡ଼ାଇବା ପାଇଁ ଯାଇଥିବା ରେଞ୍ଜର ହାତୀ ଅାକ୍ରମଣର ଶିକାର...

୧୬୦ କୋଟି ଗଣତି ସାରିଲାଣି, ଆହୁରି ବାକି ଅଛି ୭୧ଟି ବ୍ୟାଗ୍, ମେସିନ ବି ହାଲିଆ ହେଲାଣି !

ବଲାଙ୍ଗିର: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଠିକଣାରେ ଚତୁର୍ଥ ଦିନ ମଧ୍ୟ ଆୟକର ବିଭାଗର ଚଢଉ ଜାରି ରହିଛି। ଚତୁର୍ଥ...

ଓଡ଼ିଶାର ହରିଲୁଟ ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ:ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ଓଡ଼ିଶାର ଜନତାଙ୍କ ଠାରୁ ହରିଲୁଟ ହେଉଥିବା ଅର୍ଥ ଗୋଟି ଗୋଟି କରି ଅସୁଲ କରାଯିବ, ଏହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି...

ପୁଳା ପୁଳା ଟଙ୍କା ବିଡ଼ା, ଏବେ ଟିଟିଲାଗଡ଼ରୁ ମିଳିଲା ୧୧ କୋଟି; ଗଣିଲେ ବି ସରୁନି ହିସାବ

ଟିଟିଲାଗଡ଼: ଗତ କିଛି ଦିନ ହେବ ଆୟକର ବିଭାଗ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ମଦ ବେପାରୀଙ୍କ ବିଭିନ୍ନ ଠିକଣାରେ ଚଢଉ...

ମଦ ବ୍ୟବସାୟୀଙ୍କ ପାଖରୁ ଜବତ ଟଙ୍କା ଗଣି ଗଣି ହାଲିଆ ଆୟକର ବିଭାଗ, ଆଜି ପୁଣି ଆରମ୍ଭ ହେଲା ନୋଟ ଗଣତି ପ୍ରକ୍ରିୟା

ବଲାଙ୍ଗୀରର ମଦ ବ୍ୟବସାୟୀ ଓ ମ୍ୟାନେଜରଙ୍କ ଘରୁ ଶହଶହ କୋଟି ଜବତ ଘଟଣା । ଚତୁର୍ଥ ଦିନରେ ପହଞ୍ଚିଛି ଆୟକର...

ଦୟା ନଦୀ ହେବ ପ୍ରଦୂଷଣମୁକ୍ତ, ସ୍ଵେରେଜ କାମ ଶୀଘ୍ର ସାରିବାକୁ ଓ୍ଵାଟକୋକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ  5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ...

ଛତିଶଗଡ଼ ମୁହାଁ ମିଗଜୋମ୍, ରାଜ୍ୟରେ ୨୪ ଘଣ୍ଟା ଯାଏ ରହିବ ଝିପିଝିପି ବର୍ଷା ସହ କୋହଲା ପାଗ

ଭୁବନେଶ୍ଵର: ଗତକାଲି ନେଲୋର ଓ ମଛଲିପଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ବ୍ୟାପକ...

ରାଜ୍ୟର ଏକକାଳୀନ ୫ ଜିଲ୍ଲାରେ ଆଇଟି ରେଡ୍, ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଆକ୍ସନ

ଭୁବନେଶ୍ଵର: ଆୟକର ଫାଙ୍କି ଅଭିଯୋଗରେ ସଂସ୍ଥା ଉପରେ ବଡ଼ ଧରଣର ଆଇଟି ରେଡ୍। ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା...

କୋରାପୁଟ ଲକ୍ଷ୍ମୀପୂର ରେ ମିଗଜୋମ୍ ବାତ୍ୟାର ପ୍ରଭାବ….ଧାନ ଅମଳ ସମୟ ରେ ବର୍ଷା, କ୍ଷତି ସହିଲେ ଚାଷୀ..

ଲକ୍ଷ୍ମୀପୁର ୦୫।୧୨ …ଗତ କିଛି ବର୍ଷ ହେଲାଣି ଓଡିଶା କୁ  ନଭେମ୍ବର ଓ ଡିସେମ୍ବର ଭଳି ଠିକ ଧାନ ଅମଳ...

ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ମିଗଜୋମ, ୯୦ରୁ ୧୧୦ କିମି ବେଗରେ ବୋହୁଛି ପବନ

ଭୁବନେଶ୍ଵର: ସାମୁଦ୍ରିକ ଝଡ଼ ମିଗଜୋମର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

୨୦୨୪ରେ ବିଜେପି ୧୦୦ ଆସନ ଜିତିବ, ମୁଁ ବାଲେଶ୍ଵରରୁ ଲଢିବି: ଖାରବେଳଙ୍କ ବଡ଼ ମନ୍ତବ୍ୟ

ଭୁବନେଶ୍ଵର: ନିର୍ବାଚନ ଋତୁ ପାଖେଇ ଆସିଲାଣି। ଆଉ କେଇଟା ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା...

ସାଂସଦ ସୁରେଶ ପୂଜାରୀଙ୍କ ପାଇଁ ବଡ଼ କଣ୍ଟା ମୂରଲୀକ୍ରୀଷ୍ଣା, ବରଗଡ଼ରେ କାହାକୁ ପ୍ରାର୍ଥୀ କରିବ ବିଜେପି ?

ବରଗଡ଼: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖା ଗଲାଣି। ବିଶେଷ...