Odisha Politics News
ଆଜି ଓଡ଼ିଶା କଂଗ୍ରେସ PAC ବୈଠକ, ଆଗାମୀ ରଣନୀତି ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଆଜି ଓଡ଼ିଶା କଂଗ୍ରେସ ପାଇଁ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (PAC)ର ବୈଠକ ଆଜି...
ବିଜେପି କ୍ୟାବିନେଟ୍ ଅଦଳବଦଳରେ ‘ପୁରସ୍କାର’ ରାଜନୀତି? ବୈଜୟନ୍ତ ପଣ୍ଡାଙ୍କ ଭୂମିକାକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ, ଆଗାମୀ କେନ୍ଦ୍ର କ୍ୟାବିନେଟ୍ ଅଦଳବଦଳରେ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ...
ମୋଦୀ ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳ ସମ୍ଭାବନା, ପେଟ୍ରୋଲିୟମ ମନ୍ତ୍ରୀ ବଦଳିପାରନ୍ତି
କେନ୍ଦ୍ରର ମୋଦୀ ସରକାର ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିପାରନ୍ତି। ସୂତ୍ର ଅନୁସାରେ, ସଂସଦର ବର୍ଷାକାଳୀନ ଅଧିବେଶନ ପୂର୍ବରୁ...
ଆସନ୍ତାକାଲି କ୍ୟାବିନେଟ୍ରେ ବଡ଼ ପରିବର୍ତ୍ତନ? ସରକାରୀ ମହଲରେ ଜୋର ଚର୍ଚ୍ଚା
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ସେହିସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ...
ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ବଡ଼ ଅଦଳବଦଳ! ବଦଳିପାରେ ଅନେକ ମନ୍ତ୍ରୀଙ୍କ ଭାଗ୍ୟ
ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରରେ ବଡ଼ ଧରଣର କ୍ୟାବିନେଟ୍ ପରିବର୍ତ୍ତନ ହେବାର ସମ୍ଭାବନା ଜୋର ଧରିଛି। ସୂତ୍ର ଅନୁସାରେ,...
ଲାଲଜୀ ଦେଶାଇ ହେଲେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ; AICCର ବଡ଼ ସାଙ୍ଗଠନିକ ଅଦଳବଦଳ
ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ବଡ଼ ଧରଣର ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ଓଡ଼ିଶା ସମେତ ତିନୋଟି...
ଶଙ୍ଖ’ ଧରିଲେ ସୁଜାତା; ପ୍ରଣବ ପ୍ରକାଶ ଦାସ, ବିକ୍ରମ କେଶରୀ ଆରୁଖ, ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ଅନୁପସ୍ଥିତିକୁ ନେଇ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର: ଦୀର୍ଘଦିନର ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅବସାନ ଘଟାଇ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା...
ଲିଭ୍-ଇନ୍ ସାଥୀଙ୍କ ସହ ରହୁଥିବା ପୂର୍ବତନ AAP ପ୍ରାର୍ଥୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର
ଗୁଜରାଟର ରାଜକୋଟରେ ୨୩ ବର୍ଷୀୟା ପୂର୍ବତନ ଆମ୍ ଆଦମୀ ପାର୍ଟି (AAP) ପ୍ରାର୍ଥୀ ନନ୍ଦନୀ ବୋସମିଆଙ୍କ ଝୁଲନ୍ତା ମୃତଦେହ ତାଙ୍କ...
କୁରିଆନଙ୍କ ଇସ୍ତଫା ପରେ BJPରେ ବଡ଼ ଅଦଳବଦଳ ଚର୍ଚ୍ଚା, ଏମ୍ପି ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଭୂମିକା ନେଇ ବଢ଼ିଲା ଜଳ୍ପନା
କେନ୍ଦ୍ରୀୟ ଅଲ୍ପସଂଖ୍ୟକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ ମଙ୍ଗଳବାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ଭାଜପାରେ ବଡ଼ ଧରଣର ସାଙ୍ଗଠନିକ...
ରାଘବ ଚଢାଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ଅଫର୍? ଦିଲ୍ଲୀରେ ବଢ଼ିଲା ରାଜନୈତିକ ଚର୍ଚ୍ଚା
ପଞ୍ଜାବ ଗସ୍ତ ମଧ୍ୟରେ ହଠାତ୍ ଦିଲ୍ଲୀ ଫେରିଥିବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଯାତ୍ରାକୁ ନେଇ ରାଜନୈତିକ ମହଲରେ...
ରାଷ୍ଟ୍ରପତିଙ୍କ ଜନ୍ମମାଟି ପାହାଡ଼ପୁରରେ ଉତ୍ସାହର ମାହୋଲ, ଆଜି ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗାଁରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଶୁକ୍ରବାର ନିଜ...
ଦଳରେ ବିଦ୍ରୋହ ମଧ୍ୟରେ ଶିବସେନା ମୁଖ୍ୟ ପଦ ଛାଡ଼ିବାକୁ ପ୍ରସ୍ତୁତ ଉଦ୍ଧବ ଠାକରେ
ଶିବସେନା (ୟୁବିଟି) ଭିତରେ ବଢ଼ୁଥିବା ବିଦ୍ରୋହ ମଧ୍ୟରେ ଦଳ ମୁଖ୍ୟ ଉଦ୍ଧବ ଠାକରେ ନିଜ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା...
