Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଶିବାଶିଷ ଝାଙ୍କର

ସ୍ଥାନୀୟ ପ୍ରତିନିଧି ଦେବଗଡ

ୟୁଥ୍ ଆସୋସିଏସନ୍ ଅଫ ଇଣ୍ଡିଆ ରାଉରକେଲା ତରଫରୁ ଆଜି ପ୍ରଧାନପଟ ପାହାଡ଼ ଆରୋହଣ କରିଥିଲେ

ୟୁଥ୍ ଆସୋସିଏସନ୍ ଅଫ ଇଣ୍ଡିଆ , ରାଉରକେଲା ୟୁନିଟ ତରଫରୁ ଆଜି ଦିବା 11ଟା 45 ମିନିଟ ସମୟରେ ପ୍ରଧାନପାଟ...

୩୩ତମ ବାମଣ୍ଡା କପ କ୍ରିକଟ ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶାର ଅନ୍ୟତମ ସଂମାନଜନକ ବମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବସନ୍ତ ନିବାସ...

ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

ଦେବଗଡ଼: ଦେଶୀ ରନ୍ଧା ମଦ ଚୋରା ଚାଲାଣ ବେଳେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ଯୁବକ...

ଦିବ୍ୟାଂଶ ପ୍ରଧାନ ପ୍ରଥମଭାଗ୍ୟଶାଳୀ ବିଜେତା

ଦେବଗଡ଼: ଦେବଗଡର ଗଣେଶ ପୂଜା ଚଳିତ ବର୍ଷ ୭୫ ବର୍ଷରେ ପଂହଚିଛି । ଗତ ମାସ ୨୯ ତାରିଖ ଦିନ...

ନୂଆଁଖାଇ ଭେଟଘାଟ’ ଓ ‘ବାଟେ ଘାଟେ’ କାର୍ଯ୍ୟକ୍ରମ

ଦେବଗଡ଼:ଆଜି ସ୍ଥାନୀୟ ପ୍ରଧାନପାଟ ଠାରେ ‘ବାଟେ ଘାଟେ’ ଓ ‘ନୂଆଁଖାଇ ଭେଟଘାଟ ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ...

କ୍ଷତିପୂରଣ ପ୍ରଦାନ ଦାବିରେ ଟିପିଡବ୍ଲୁଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଦେବଗଡ଼:ବିଦ୍ୟୁତ ସଂସ୍ପର୍ଶରେ ଆସି ଗତକାଲି ହେଲପର ଭାବେ କାର୍ଯ୍ୟରତ ଥିବା ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀ ତିଲେଇବଣି ବ୍ଲକର ତେଣ୍ଡରାକଟା...

ହରେକୃଷ୍ଣପୁର ଗ୍ରାମକୁ ରାସ୍ତା ନିର୍ମାଣ କରିବା ପାଇଁ ଦାବି

ଦେବଗଡ଼:ବାରକୋଟ ବ୍ଲକ ହରେକୃଷ୍ଣପୁର ଗ୍ରାମକୁ ଉପଯୁକ୍ତ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏନେଇ ଆଜି...

ରିଆମାଳ ବ୍ଲକ ରେ ସାଇବର ସଚେତନତା

ଦେବଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ରିଆମାଳ ବ୍ଲକ ଅନ୍ତର୍ଗତ ରିଆମାଳ ମହାବିଦ୍ୟାଳୟ ଓ ରିଆମାଳ ଉଚ୍ଚ ବିଦ୍ୟାଳୟ ଠାରେ ସାଇବର...

ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଆଜି ଦେବଗଡ଼ ତିଲେଇବଣୀ ଆଇ ସି ଡିଏସ୍ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତଥା ଆକ୍ସନ ଏଡ୍...

ଜିଲ୍ଲା ସ୍ତରୀୟ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କିତ ଭିଜିଲାନ୍ସ କମିଟି ବୈଠକ

ଆଜି ଅପରାହ୍ନ ରେ ଜିଲ୍ଲାପରିଷଦ ସମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କିତ ଭିଜିଲାନ୍ସ କମିଟି...

ମିଲେଟ୍ସ ମଦର ଇଭେଣ୍ଟ

ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଦୁଧିଆନଳୀ ଗ୍ରାମ ପଂଚାୟତରେ ମିଲେଟ୍ସ ମଦର ଇଭେଣ୍ଟ ଆୟୋଜିତ ହୋଇଥିଲା. ଏଥିରେ ଗର୍ଭବତୀ ମା...

ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ।ଦେବଗଡ଼ ତା.୦୬.୧୦.୨୦୨୩ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଦେବଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଚିକିତ୍ସାଧିକାରୀ ଡା ସାଧନା ଦାଶଙ୍କ ଅଧ୍ୟକ୍ଷତାରେ ବିଶ୍ବ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳନ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଡା ଦାଶ ବୟସ୍କ ବ୍ୟକ୍ତି ସଚେତନତା ଉପରେ କହିଥିଲେ ଯେ ଖାଦ୍ୟ ପାନୀୟ ସିମୀତ, ସନ୍ତୁଳିତ ଓ ସୁସମ ଖାଦ୍ୟ ଖାଆନ୍ତୁ, ନିଶା ସେବନରୁ ନିବୃତ ରୁହନ୍ତୁ, କିଛି କିଛି ବ୍ୟାୟାମ ପ୍ରତିଦିନ କରନ୍ତୁ, ମନକୁ ସବୁବେଳେ ଖୁସିରେ ରହିବା ପାଇଁ ଚେଷ୍ଟା ରଖନ୍ତୁ, ସାଙ୍ଗ ସାଥିଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତୁ, ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ, ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ, ରାତି ଅନିଦ୍ରା ରୁ ଦୂରେଇ ରୁହନ୍ତୁ । ବୈଠକରେ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ମହନ୍ତ, ଡା ବଂଶୀଧର ପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡା ମନୋରଞ୍ଜନ ସାମଲ, ପ୍ରୋଗ୍ରାମ ମ୍ୟାନେଜର ଉମେଶ ପ୍ରସାଦ ଷଡ଼ଙ୍ଗୀ, ଡେପୁଟି ମ୍ୟାନେଜର ଜ୍ୟୋସ୍ନା ରାଣୀ ଶର୍ମା, ବରିଷ୍ଠ ନାଗରିକ ପ୍ରଫୁଲ୍ଲ ମହାପାତ୍ର, ହେମନ୍ତ ମହାପାତ୍ର, ନିରଞ୍ଜନ ଦ୍ବିବେଦୀ, ମିତ୍ରଭାନୁ ମହାପାତ୍ର, ସୁଦର୍ଶନ ଦାସ, ସମସ୍ତ ଏନ୍ ଏମ୍ ଷ୍ଟାଫ୍ ନର୍ସ, ସ୍ଵାସ୍ଥ୍ୟ ବିଭାଗ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ଏନ୍ ଏମ୍ ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।ଏଡି.ପି.ଏଚ୍ .ସିଓ ଘନେଶ୍ଵର ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ଠାରେ ଦେବଗଡ଼ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ନେଇ ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ...