Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ପ୍ରଜ୍ଞା ପଟ୍ଟନାୟକ

ଓଡ଼ିଶା ଡଟ୍ ନ୍ୟୁଜ୍

ଆହୁରି ୪ରୁ ୫ ଦିନ ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ

ଭୁବନେଶ୍ବର: ଦିନରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି । କାଳବୈଶାଖୀର...

ଡିଜିଟାଲ ମାଧ୍ୟମରେ ଲାଞ୍ଚ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଡିଜିଟାଲ ମାଧ୍ୟମରେ ଲାଞ୍ଚ କାରବାର ମାମଲା ଓଡ଼ିଶାରେ ପ୍ରଥମ ଦେଖିବାକୁ ମିଳିଛି। ଗତକାଲି ଏଭଳି ୨ଟି ମାମଲା ସାମ୍ନାକୁ...

ଦିଲ୍ଲୀ ମଦ ଦୁର୍ନୀତି ମାମଲା; ମନୀଷ ସିସୋଦିଆଙ୍କୁ ଜେଲ୍‌ ନା ବେଲ୍‌? ଆଜି ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆଙ୍କୁ ଜେଲ୍‌ ନା ବେଲ୍‌? ଆଜି ଆସିବ ନିଷ୍ପତ୍ତି।...

ଓଡିଶାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ରାଜ୍ୟ ବିକାଶରେ ଯୋଡି ହେଲା ନୂଆ ଅଧ୍ୟାୟ

ଭୁବନେଶ୍ବର: ବିକାଶ ପଥରେ ଆଗେଇ ଚାଲିଛି ଓଡ଼ିଶା। ରାଜ୍ୟରେ ଆରମ୍ଭ ହୋଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୂତନ ଅଧ୍ୟାୟ। ‘ଓଡିଶା ଫର...

ଆଇପିଏଲ ଫାଇନାଲରେ ଚେନ୍ନାଇର ମହାବିଜୟ; ଗୁୁଜରାଟକୁ ହରାଇ ଟ୍ରଫି ହାତେଇଲା ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲ ଫାଇନାଲରେ ଚେନ୍ନାଇର ମହାବିଜୟ। ପୁଣି ଚେନ୍ନାଇ ହାତକୁ ଗଲା ଟ୍ରଫି। ୫ମ ଥର ପାଇଁ ବାଜି ମାରିନେଲା ଚେନ୍ନାଇ...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ପ୍ଲସ ଟୁ ରେଜଲ୍ଟ। ଏନେଇ ସିଏଚଏସିସି ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ତଥା ୩୧...

ଚକ ଜମି ହୋଇପାରିବ ବିକ୍ରି ଓ ଜମି ପଟ୍ଟା ସଂଶୋଧନ କରିପାରିବେ ଜମି ମାଲିକ

ଭୁବନେଶ୍ବର: ଆଜି ୫ମ ପାଳିରେ ୪ର୍ଥ ବର୍ଷ ପୂରଣ କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ରାଜ୍ୟବାସୀଙ୍କୁ ୧୮ଟି ପ୍ରସ୍ତାବ...

ଆଣ୍ଟାର୍କଟିକାରେ ଆସୁଛି ଭୟଙ୍କର ସୁନାମି; ଧ୍ବଂସ ହୋଇଯିବ ସମଗ୍ର ବିଶ୍ବ!

ନୂଆଦିଲ୍ଲୀ: ଆଣ୍ଟାର୍କଟିକାରେ ଆସୁଛି ଭୟଙ୍କର ସୁନାମି, ସମୁଦ୍ର କୋଳରେ ବିଲୀନ ହୋଇଯିବ କି ସମଗ୍ର ବିଶ୍ବ? ଜଳବାୟୁ ପରିବର୍ତ୍ତନ ଅର୍ଥ...

ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ ରାହୁଲଙ୍କ ଦାବି; ୧୫୦ ସିଟ୍‌ରେ ଜିତିବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା...

ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରାୟନ -୩

ଚେନ୍ନାଇ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନର ମୁଖ୍ୟ ଏସ ସୋମନାଥ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇରେ ଚନ୍ଦ୍ରାୟନ -୩...

ଦେଶର ୨ ପ୍ରଧାନମନ୍ତ୍ରୀଙ୍କୁ ନେଇ ପୋଷ୍ଟର ଓ୍ବାର; ‌ନେହେରୁ-ମୋଦୀଙ୍କ ଭିତରେ କିଏ ବଡ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂତନ ସଂସଦ ଭବନର ଉଦ୍‌ଘାଟନ କରିଥିବାବେଳେ ପୁଣି ମୋଦୀଙ୍କୁ ତାତ୍ସଲ୍ୟ କରିଛି...

ମୋ ଘର ଯୋଜନା ଉପରେ ବାଜିଲା କ୍ୟାବିନେଟ ମୋହର; କାହାକୁ ମିଳିବ ମୋ ଘର?

ଭୁବନେଶ୍ବର: ୧୮ଟି ପ୍ରସ୍ତାବ ସହ ମୋ ଘର ଯୋଜନାକୁ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ଏହି ଯୋଜନାରେ ଉପକୃତ ହେବେ ନିମ୍ନ...