ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୨୦ ଓ ୨୧ ପ୍ରବଳ ବର୍ଷା
ଭୁବନେଶ୍ୱର: ଉତ୍ତର ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ୨୦ ତାରିଖରେ ଲଘୁଚାପର ରୂପ ନେବ...
ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଆଜି ହେବ ଟିମ୍ ଇଣ୍ଡିଆ ଘୋଷଣା ! ବରିଷ୍ଠ ଖେଳାଳିଙ୍କୁ ମିଳିପାରେ ବିଶ୍ରାମ
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସେପ୍ଟେମ୍ବର ୨୨ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ସୋମବାର ଅର୍ଥାତ...
ବନ୍ଦ ହେଲା ହୀରାକୁଦର ୮ଟି ଗେଟ୍, ୧୪ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
ସମ୍ବଲପୁର: ଉପରମୁଣ୍ଡରେ ବର୍ଷା କମିବାରୁ ହୀରାକୁଦକୁ ଜଳ ପ୍ରବାହ କମିଛି। ଫଳରେ ସୋମବାର ଡ୍ୟାମର ୮ଟି ଗେଟ୍ ବନ୍ଦ କରାଯାଇଛି।...
ପର ପୁରୁଷ ସହ ଶାରୀରିକ ସଂପର୍କ ରଖି ଏହାକୁ ଦୁଷ୍କର୍ମ କହି ପାରିବେ ନାହିଁ ବିବାହିତ ମହିଳା: ହାଇକୋର୍ଟ
ରାଞ୍ଚି: ପର ପୁରୁଷ ସହ ଶାରୀରିକ ସଂପର୍କ ରଖି ଏହାକୁ ଦୁଷ୍କର୍ମ କହି ପାରିବେ ନାହିଁ ବିବାହିତ ମହିଳା। ଏହା...
ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଦୀରେ ଫିଙ୍ଗିବା ଘଟଣା, ନଈରୁ ମିଳିଳା ମହିଳାଙ୍କ ଗୋଡ଼
ଭଞ୍ଜନଗର: ସ୍ତ୍ରୀକୁ ମାରି ୬ ଖଣ୍ଡ କରି ନଦୀରେ ଫିଙ୍ଗିବା ଘଟଣାରେ ନଈରୁ ମହିଳାଙ୍କ ଗୋଡ଼ ମିଳିଥିବା ପୋଲିସ କହିଛି।...
ଇଶାନ କିଷନ ଓ ତିଳକ ବର୍ମାଙ୍କୁ ଟ୍ରଫି ଧରାଇଲେ ରୋହିତ, ଜାରି ରଖିଲେ ଧୋନୀଙ୍କ ପ୍ରଥା
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ଟାଟଇଲ୍ ଜିତିଛି ଭାରତୀୟ ଦଳ। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠୁ ଛୋଟ ମ୍ୟାଚରେ...
୪୮ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା, ଫିକା ପଡ଼ିପାରେ ଗଣେଶ ପୂଜା
ଭୁବନେଶ୍ଵର: ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୋମବାର ଏନ ନେଇ ପାଣିପାଗ...
ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଆରମ୍ଭ ହେଲା ସଂସଦର ସ୍ଵତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ: ସଂସଦର ସ୍ଵତନ୍ତ୍ର ଅଧିବେଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରୁ ଆରମ୍ଭ ହୋଇ ଯାଇଛି। ପିଏମ ମୋଦୀ ନିଜ ଭାଷଣରେ...
ଗୀତା ମେହେଟ୍ଟାଙ୍କ ଶେଷ କୃତ୍ୟ ସଂପନ୍ନ, ପୁଅ ଆଦିତ୍ୟ ଦେଲେ ମୁଖାଗ୍ନି
ନୂଆଦିଲ୍ଲୀ: ପ୍ରଖ୍ୟାତ ଲେଖିକା, ଫିଲ୍ମ ନିର୍ମାତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଆଜି...
ଏସିଆ କପ୍ ଫାଇନାଲ୍: ଏହି ୧୧ ଖେଳାଳିଙ୍କୁ ନେଇ ଆଜି ମଇଦାନକୁ ଓହ୍ଲାଇବେ ରୋହିତ ଶର୍ମା
କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏସିଆ କପ୍-୨୦୨୩ର ଫାଇନାଲ୍ ମୁକାବିଲା ଖେଳାଯିବ। ମ୍ୟାଚ୍...
ୟୁକ୍ରେନ ଯୁଦ୍ଧରୁ ବଡ଼ ଶିକ୍ଷା, ଘାତକ ହତିଆର ଓ ଦୂରଗାମୀ ଯୁଦ୍ଧାସ୍ତ୍ର ଜମା କରିବ ଭାରତ
ନୂଆଦିଲ୍ଲୀ: ରୁଷ ସହ ଯୁଦ୍ଧ ସମୟରେ ୟୁକ୍ରେନ ପାଖରେ ଯୁଦ୍ଧାସ୍ତ୍ରର ଅଭାବ ଦେଖା ଦେଇଛି। ଦୂରଗାମୀ ଘାତକ ଯୁଦ୍ଧାସ୍ତ୍ର ଅଭାବ...
ହୀରାକୁଦର ବଢୁଛି ଜଳସ୍ତର, ବୌଦ୍ଧରେ ଫୁଲି ଉଠିଲା ମହାନଦୀ
ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ବର୍ତ୍ତମାନ ୨୬ଟି ଗେଟ୍ ଦେଇ ବନ୍ୟା...
