ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ମଣିପୁରରେ ପୁଣି ହିଂସା, କୁକି ସମୁଦାୟର ୩ ଜଣଙ୍କୁ ଗୁଳି କରି ହତ୍ୟା, ସର୍ଚ୍ଚ ଅପରେସନ ଜାରି
ଇମ୍ଫାଲ: ପୂର୍ବୋତର ରାଜ୍ୟ ମଣିପୁରରେ ପୁଣି ଥରେ ହିଂସା ଚେଇଁ ଉଠିଛି। ରାଜ୍ୟର କାଙ୍ଗପୋପକି ଜିଲ୍ଲାରେ ମଙ୍ଗଳବାର ସକାଳେ ଉଗ୍ରବାଦୀ...
ଆଜି ଶ୍ରୀଲଙ୍କା ସହ ମୁକାବିଲା, ଭାରତୀୟ ଚୂଡ଼ାନ୍ତ ଏକାଦଶରେ ହେବ ପରିବର୍ତ୍ତନ !
ନୂଆଦିଲ୍ଲୀ: ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ଧରାଶାୟୀ କରିବା ପରେ ଆଜି ଏସିଆ କପ ସୁପର-୪ର ଅନ୍ୟ ଏକ ମୁକାବିଲାରେ...
ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଆଜି ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍
ଭୁବନେଶ୍ୱର: ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଆଜି ସନ୍ଧ୍ୟାରେ ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଆସନ୍ତାକାଲି ଖାରବେଳ ଭବନରେ...
ଗନ୍ଧରେ ଫାଟି ପଡ଼ୁଛି କ୍ୟାପିଟାଲ୍ ହସ୍ପିଟାଲ୍, ଆନ୍ଦୋଳନରେ ସଫେଇ କର୍ମଚାରୀ
ଭୁବନେଶ୍ଵର: ବିଭିନ୍ନ ଦାବି ନେଇ ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲର ସଫେଇ କର୍ମୀ ଆନ୍ଦୋଳନ କରୁଛନ୍ତି। ଫଳରେ ଅଳିଆ ଉଠି ପାରିନି...
ଟିକେ ଅପେକ୍ଷା କରନ୍ତୁ, ପିଓକେ ଭାରତରେ ଆପେ ଆପେ ମିଶିଯିବ: ଜେନେରାଲ ଭିକେ ସିଂ
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଆପେ ଆପେ ଭାରତରେ ମିଶିଯିବ। ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସେନା...
୪୮ ଘଣ୍ଟାରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ, ୧୫ ଯାଏ ବର୍ଷା
ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ। ଅନ୍ୟପଟେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ମିଆଁମାର...
ପାକିସ୍ତାନର ଚୂଡ଼ାନ୍ତ ଏକାଦଶରେ ରହିଛି ବଡ଼ ତ୍ରୁଟି ! ଦୁର୍ବଳତାର ଫାଇଦା ଉଠାଇ ପାରନ୍ତି ଭାରତୀୟ ବ୍ୟାଟର
ନୂଆଦିଲ୍ଲୀ: ରବିବାର ଖେଳାଯିବାକୁ ମ୍ୟାଚରେ ସଭିଙ୍କ ନଜର ଭାରତୀୟ ବ୍ୟାଟର ଓ ପାକିସ୍ତାନୀ ଦ୍ରୁତ ବୋଲର ମଧ୍ୟରେ ହେବାକୁ ଥିବା...
ସମୟ ସହିତ ପରିବର୍ତ୍ତନ ଜରୁରୀ, ଜି-୨୦ ସମ୍ମିଳନୀର ଶେଷ ଦିନରେ ପିଏମ ମୋଦୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀର ଦ୍ଵିତୀୟ ତଥା ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ବୟାନ ଦେଇ କହିଛନ୍ତି,...
ସୌମ୍ୟଙ୍କୁ ନେଇ ଉଠୁଛି ପଡ଼ୁଛି ରାଜନୀତି, ପ୍ରତାପଙ୍କ ପରେ ଅମର କହିଲେ- ଦଳରେ ରହି ଦଳକୁ ବଦନାମ କରୁଛନ୍ତି
ଭୁବନେଶ୍ଵର: ଶାସକ ବିଜୁ ଜନତା ଦଳ(ବିଜେଡି)ର ବରିଷ୍ଠ ନେତା ତଥା ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି...
ଆଜି ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ସାଜିବ କି ବାଧକ ? ଜାଣନ୍ତୁ କଲୋମ୍ବୋର ପାଗ କେମିତି ରହିଛି
କଲୋମ୍ବୋ: ଆଜିର କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବ। ଏସିଆ କପ୍...
ଗୋଟିଏ ବର୍ଷାରେ ଭାରତ ମଣ୍ଡପମରେ ଜମିଗଲା ପାଣି, କଂଗ୍ରେସର କଟାକ୍ଷ- ବିକାଶ ପହଁରୁଛି
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହେଉଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରବଳ ବର୍ଷା ହୋଇଛି। ଫଳରେ ଆୟୋଜନ ସ୍ଥଳରେ ନାହିଁ ନ...
ଆଜି ସୁପର-୪ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା-ବାଂଲାଦେଶ, ‘କର ବା ମର’ ସ୍ଥିତିରେ ସାକିବଙ୍କ ଟିମ୍
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ରେ ସୁପର-୪ରେ ଆଜି ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ବାଂଲାଦେଶ। ଦୁଇ ଦେଶ ମଧ୍ୟରେ ଏହି...
