Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ବଡ଼ ଝଟକା ! X ଡିଲିଟ୍ କଲା ପୁରୁଣା ଡାଟା, କାମ କରୁନି ଲିଙ୍କ୍

ନୂଆଦିଲ୍ଲୀ: ଗତ ବର୍ଷ ଏଲନ ମସ୍କ ମାଇକ୍ରୋବ୍ଲୋଗିଂ ପ୍ଲାଟଫର୍ମ ଟୁଇଟର କିଣିଥିଲେ। ଏହା ପରଠୁ ଏଥିରେ ଅନେକ ପରିବର୍ତ୍ତନ ଆସିଲାଣି।...

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ପିଏମ ମୋଦୀଙ୍କ ଜୋହାନ୍ସବର୍ଗ ଯାତ୍ରା, ଜିନପିଙ୍ଗଙ୍କ ସହ ହେବେ ମୁହାଁମୁହିଁ

ନୂଆଦିଲ୍ଲୀ: ଅଗଷ୍ଟ ୨୨ରୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ହେବାକୁ ଥିବା ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ...

ଏନଏଚଆରସି ଗଲା ମହିଳା ହୋମଗାର୍ଡ ନିର୍ଯାତନା ମାମଲା, ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କଟକ: ନିର୍ଯାତନା ପାଇଁ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି)ରେ ମାମଲା ଦାୟର ହୋଇଛି। ମାନବାଧିକାର...

ସହି ହେଲାନି ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା, ଆତ୍ମହତ୍ୟା ଉଦ୍ୟମ କରି ୨ ଗୋଡ଼ ହରାଇଲେ ହୋମଗାର୍ଡ

କଟକ: ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କ ଘରେ ଯଦି ନିର୍ଯାତନା ଦେବା ପରି ଘଟଣା ଘଟେ ତେବେ ସାଧାରଣ ଜନତା...

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର...

ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷିତ, ତିଳକ ବର୍ମା ସହିତ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ବହୁ କଳ୍ପନା ଜଳ୍ପନାର ଅବସାନ ଘଟିଲା। ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଥିବା ଏସିଆ କପ୍ ପାଇଁ ସୋମବାର...

ଫ୍ୟାନରେ ଝୁଲି ଜୀବନ ହାରିଲେ ମାଆ-ପୁଅ, ନିଶ୍ଚିହ୍ନ ହୋଇଗଲା ପୂରା ପରିବାର

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଟାଙ୍ଗରପାଲିରେ ସୋମବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିଶ୍ଚିହ୍ନ ହୋଇଗଲା ପୂରା...

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଗୋପାଳର ଡିସଚାର୍ଜ ପିଟିସନ ଶୁଣାଣି

ଝାରସୁଗୁଡ଼ା: ଘୁଞ୍ଚିଲା ଗୋପାଳର ଡିସଚାର୍ଜ ପିଟିସନ ଶୁଣାଣି। ଆସନ୍ତା ମାସ ୨ ତାରିଖରେ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି।...

ଏସିଆ କପ୍ ପାଇଁ ଆଜି ହେବ ଦଳ ଘୋଷଣା, ବୁମରାଙ୍କୁ ମିଳିପାରେ ବଡ଼ ଦାୟିତ୍ଵ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ରାୟ ଏକ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପଦାର୍ପଣ...

ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା, ନୋଟିସ୍ ଫେରାଇ ନେଲା ବ୍ୟାଙ୍କ

ମୁମ୍ବାଇ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ସ୍ଥିତ ବଙ୍ଗଳାର ନିଲାମ ହେବ ନାହିଁ। ବ୍ୟାଙ୍କ...

ଚନ୍ଦ୍ରକୁ ପୁନର୍ବାର ଯିବାକୁ ଭାରତ ଜୁଟାଇ ପାରିଲା ସାହାସ, ୪ ବର୍ଷରେ ୪ ଦେଶ ଫେଲ୍

ନୂଆଦିଲ୍ଲୀ: ଦୁନିଆର ନଜର ରୁଷର ଲୁନା-୨୫ ଓ ଭାରତର ଚନ୍ଦ୍ରଯାନ-୩ର ଦୌଡ଼ ଉପରେ ଥିଲା। ତେବେ ଲୁନା-୨୫ ଚନ୍ଦ୍ର ପୃଷ୍ଠରେ...

ପାଣି ଉଠାଇ ପହଞ୍ଚି ପାରିଲେନି ମନ୍ଦିର, କାର ମାଡ଼ି ଯିବାରୁ ୨ କାଉଡ଼ିଆଙ୍କ ମୃତ୍ୟୁ, ୧୩ ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଭେଟନଈରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଋଷିକୂଲ୍ୟା ନଦୀରୁ ପାଣି ନେଇ ତାଡ଼କେଶ୍ୱର...