ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ୟୁନିଫର୍ମରେ ଭିଡିଓ ଏବଂ ରିଲ୍ କରନ୍ତୁ ନାହିଁ, କେନ୍ଦ୍ରୀୟ ସୁରକ୍ଷାବଳ ପାଇଁ ଆଦେଶ ଜାରି
ନୂଆଦିଲ୍ଲୀ: କେନ୍ଦ୍ରୀୟ ସୁରକ୍ଷାବଳର ଯବାନଙ୍କୁ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବା ନେଇ କଡ଼ା ତାଗିଦ୍ କରାଯାଇଛି। ସିଆରପିଏଫ ନିଜର ଯବାନଙ୍କୁ...
ବୀରେନ୍ଦ୍ର ସେହ୍ଵାଗଙ୍କ ଭବିଷ୍ୟତବାଣୀ, କୋହଲି ନୁହନ୍ତି ଏହି ଭାରତୀୟ କ୍ରିକେଟର ବିଶ୍ଵକପରେ କରିବେ ସର୍ବାଧିକ ରନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟର ବୀରେନ୍ଦ୍ର ସେହ୍ଵାଗ ନିକଟରେ ଏକ ବଡ଼ ଘୋଷଣା କରିଛନ୍ତି। ସେ ସେହି...
ଚନ୍ଦ୍ରରେ ଲ୍ୟାଣ୍ଡିଂ ପଏଣ୍ଟର ନାଁ ଶିବଶକ୍ତି, ଅଗଷ୍ଟ ୨୩ ତାରିଖ ଜାତୀୟ ମହାକାଶ ଦିବସ ଭାବେ ପାଳନ ହେବ: ମୋଦୀ
ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁରେ ଯେଉଁ ସ୍ଥାନରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିଛି ସେହି ସ୍ଥାନର ନାମ ଶିବଶକ୍ତି। ଶନିବାର...
ତାମିଲନାଡ଼ୁରେ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ, ୨୦ ଆହତ
ଚେନ୍ନାଇ: ତାମିଲନାଡ଼ୁରେ ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୧୦ ଜଣ...
ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୩ରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା, ଫାଇନାଲରେ ପ୍ରବେଶ
ନୂଆଦିଲ୍ଲୀ: ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୩ରେ ଚମକିଲେ ଓଡ଼ିଆ ପୁଅ କିଶୋର ଜେନା। ଭାଲା ଫିଙ୍ଗା...
ଜାଭେଲିନ ଥ୍ରୋରେ ହେବ ଭାରତ-ପାକିସ୍ତାନ ମୁକାବିଲା, ନୀରଜଙ୍କ ସମେତ ୩ ଭାରତୀୟ ଫାଇନାଲରେ
ନୂଆଦିଲ୍ଲୀ: ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନଶିପ ୨୦୨୩ର ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ...
ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ନାହିଁ ଭ୍ଲାଦିମିର ପୁଟିନ, ୟୁକ୍ରେନ ଯୁଦ୍ଧ ଉପରେ ଫୋକସ୍
ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସରେ ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ...
ପିଏମ ମୋଦୀଙ୍କ ଡିଗ୍ରୀକୁ ନେଇ ଅଡୁଆରେ ପଡ଼ିଲେ ଅରବିନ୍ଦ କେଜରିଓ୍ଵାଲ, ସୁପ୍ରିମକୋର୍ଟ ଦେଲେ ଝଟକା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ...
ବିଧାୟକ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ, ଅଣ୍ଡା ମାଡ଼-ପଥର ମାଡ଼, ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି
ବ୍ରହ୍ମପୁର: ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭର ବ୍ରିଜ ନିକଟରେ ବାଟ ଓଗାଳିଲେ...
କୋଟିପତି କୁବେର ଡିଏଫଓ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରକୁ ଆସିଥିବା ରାୟଗଡା ଊୠଙ ବିଜୟ ପରିଡା ଗିରଫ। କୋଟିପତି...
ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ !
ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ବର୍ଷେରୁ କମ ସମୟ ବାକି ରହିଛି। ରାଜ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ...
ଚନ୍ଦ୍ରରେ ପ୍ରଜ୍ଞା ଓହ୍ଲାଇବା ମାତ୍ରେ ଛପିଗଲା ଅଶୋକ ସ୍ତମ୍ଭ, ଭିଡିଓ ଜାରି କଲା ଇସ୍ରୋ
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ ପରେ ବିକ୍ରମ ଲ୍ୟାଣ୍ଡରରୁ ପ୍ରଜ୍ଞା ରୋଭର ବାହାରି ନିଜର କାମ...
