ସମ୍ବଲପୁର ପ୍ରତିନିଧି
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ସମ୍ବଲପୁରୀ ଦିନ: ୧୨ ବର୍ଷର ସଂକଳ୍ପ ଆଜି ପାଇଁ ଆନ୍ଦୋଳନ
ସମ୍ବଲପୁର:ଭାରତୀ ସମାଜ ପକ୍ଷରୁ ୧୧ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାର ଙ୍କର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା...
ରାସ୍ତାରେ ଓଲଟିଲା ପିକଅପ୍:୨ ଆହତ
ସମ୍ବଲପୁର:ଚୋରା କେନ୍ଦୁପତ୍ର ଚାଲାଣ କରୁଥିବା ଏକ ପିକ୍ ଅପ୍ ନାକଟିଦେଉଲ ନିକଟରେ ଦୂର୍ଘଟଣା ଗ୍ରସ୍ତ ହୋଇଛି।ଗଛକୁ ଧକ୍କା ଦେଇ ରାସ୍ତା...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୫୦ ସଂଗଠନ:କହିଲେ ସମସ୍ତଙ୍କ ଆଶା, ଆକାଂକ୍ଷା ପ୍ରତିଫଳିତ ହୋଇଛି ବଜେଟ୍ ରେ
ଭୁବନେଶ୍ୱର:ଗତ କାଲି ରାଜ୍ୟ ବିଧାନ ସଭାରେ ୨୦୨୪-୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କଲା ପରେ ଆଜି ରାଜ୍ୟର...
ସମ୍ବଲପୁରରେ ବିଜୟ କାରଗିଲ ଦିବସ
ସମ୍ବଲପୁର:ଆଜି କାରଗିଲ ବିଜୟ ଦିବସ ଉପଲକ୍ଷେ ସମ୍ବଲପୁର ରେ ଶାନ୍ତି ମାର୍ଚ ର ଆୟୋଜନ ହୋଇଥିଲା। ସମ୍ବଲପୁର ବୀର ସୁରେନ୍ଦ୍ର...
ବରଗଡ଼ ବିକାଶ ମଞ୍ଚ ର ଜରୁରୀ ବୈଠକ:୨୮ରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ
ବରଗଡ଼:ବରଗଡ଼ର ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ, ରାସ୍ତାଘାଟ, ବିଦ୍ୟୁତ ଏବଂ ପାନୀୟ ଜଳ ଇତ୍ୟାଦି ମୌଳିକ ସମସ୍ୟା ଗୁଡିକୁ ବିଭାଗୀୟ ଅଧିକାରୀଙ୍କ...
ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନୂଆକୋଠା କାମରେ ଆସୁନି,ପଡିଆବାହାଲ ଅବସ୍ଥା ତଦୃପ
ସମ୍ବଲପୁର,ତା.୨୬.୦୭(ଆନିସ): ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ନବନିର୍ମିତ କୋଠା ତ କାମରେ ଆସୁନି। ୨୦୨୩ ନଭେମ୍ବର ୩୦ରେ ପୂର୍ବତନ...
ସମ୍ବଲପୁର ସାଂସଦଙ୍କ କଥା ରଖିଲେ ମୁଖ୍ୟମନ୍ତ୍ରୀ: ସମ୍ବଲପୁର ଓ କଟକ ମହାନଦୀ କୂଳବର୍ତ୍ତୀ ଅଞ୍ଚଳରେ ହେବ ରିଭରଫ୍ରଣ୍ଟ, ବଜେଟରେ ରଖିଲେ ୫୦ କୋଟି
ସମ୍ବଲପୁର: ଭାରତ ବର୍ଷର କେତେକ ଉଦାହରଣ ଦେଇ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସାଂସ୍କୃତିକ,ଆଧ୍ୟାତ୍ମିକ ଓ...
ଅସହାୟ ଝିଅକୁ ପାଠ ପଢ଼ାଇବାକୁ ହାତ ବଢ଼ାଇଲେ ସମାଜସେବୀ
ସମ୍ବଲପୁର:ଜଣେ ଗରିବ ମହିଳା ରୋଗୀର ଚିକିତ୍ସା ଓ ତାଙ୍କ ଝିଅର ଉଚ୍ଚଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଆର୍ଥିକ ବ୍ୟବସ୍ଥା କରି...
ଦଣ୍ଡ ଦେଲେ ନବୀନ,ନ୍ୟାୟ ଦେଲେ ମୋହନ ସରକାର
ଭୁବନେଶ୍ବର:୬ ବର୍ଷ ପରେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର ।...
ମହାନଗର ନିଗମରେ ଚାଲିଛି ବାବୁରାଜ୍,ସକ୍ଷମ ଆଣିଲା ଅଭିଯୋଗ
ସମ୍ବଲପୁର:ସମ୍ବଲପୁର ସହରରେ ହାଇକୋର୍ଟ ଆନ୍ଦୋଳନ ର ୪୨ ଦିନିଆଁ ରିଲେ ଅନଶନ ଆନ୍ଦୋଳନ ଚାଲିଥିବା ସମୟରେ ଆନ୍ଦୋଳନ କୁ ଭଣ୍ଡୁର...
ଆସନ୍ନ ମରୁଡି ଆଶଙ୍କା:ଯୁଯୋମୁରା ବ୍ଲକ୍ କୁ ଗଜା ମରୁଡି ବ୍ଲକ୍ବାବେ ଘୋଷଣା କରିବାକୁ କୃଷି ଅଧିକାରୀଙ୍କୁ ଦାବିପତ୍ର
ସମ୍ବଲପୁର:ସଦର ଉପଖଣ୍ଡ ର ଜୁଯୁମୁରା ବ୍ଲକ ର ଅଧିକାଂଶ ଚାଷ ଜମି ଅଣଜଲସେଚିତ ଓ ଏଠାରେ ଖରିଫ ଚାଷ ସମ୍ପୂର୍ଣ୍ଣ...
ଆଗକୁ ଲଘୁଚାପ:ଜୁଲାଇ ୩୧ରୁ ପୁଣି ବର୍ଷା
ଭୁବନେଶ୍ୱର: ଜୁଲାଇ ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି...
