Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ରାଜାରାମ ଷଡଙ୍ଗୀ

ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଭୂମୀ ଖିଣ୍ଡା ସ୍ୱଦେଶ ଯୋଜାନାରେ ସାମିଲ: ବିଧାୟକ ନାଉରୀ ଜଣାଇଲେ କୃତଜ୍ଞତା

ସମ୍ବଲପୁର(ରେଙ୍ଗାଲି):ଡେବ୍ରିଗଡ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡାକୁ ସ୍ବଦେଶ ଦର୍ଶନ ଯୋଜନାରେ କେନ୍ଦ୍ର ସରକାର ସାମିଲ କରିଥିବାରୁ ମାନ୍ୟବର...

ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ଖିଣ୍ଡା – ଧର୍ମେନ୍ଦ୍ର ପ୍ରଧାନ ରଖିଲେ ନିଜ ପ୍ରତିଶୃତି

ନୂଆଦିଲ୍ଲୀ/ଭୁବନେଶ୍ୱର/ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ ଜିଲ୍ଲାରେ ଅବସ୍ଥିତ ଦେବ୍ରୀଗଡ଼ ଅଭୟାରଣ୍ୟ...

ଶବ୍ଦ ଦେଉଛି ଭିନ୍ନ ଅର୍ଥ:ପୁର୍ତ୍ତ ବିଭାଗ ପାଇଁ ଓଡିଶା ବଦନାମ୍ !

ରାୟଗଡା:ଦୂରଦର୍ଶିତାର ଅଭାବ ଓ କୌଣସି କାମର ନିରୀକ୍ଷଣ କରିବା ଭଳି ଦକ୍ଷତାର ଅଭାବ ଯୋଗୁଁ ଅନେକ ସମୟରେ ଓଡିଶା ବଦନାମ୍...

ଶଶିଭୂଷଣ ରଥଙ୍କ ଜୟନ୍ତୀ ସହିତ ନବୀନ ୱେବ୍ ଚେନାଲ ଓ କ୍ୟାଲେଣ୍ଡର ଉନ୍ମୋଚିତ

ବ୍ରହ୍ମପୁର:ଆଜି ଇଂରାଜୀ ନବବର୍ଷ ଅବସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସ୍ଥିତ ନବୀନ ଭବନ ଠାରେ...

ପୂର୍ବଦୋୟl ଅlର୍ଟ ପାଉଣ୍ଡେସନ୍‌ର ଚତୁର୍ଥ ଜାତୀୟ ସ୍ତରୀୟ ଶିଳ୍ପୀ କଳା ଶିବିର-୨୦୨୩

ସମ୍ବଲପୁର:ଚିତ୍ରକଳାର ବିକାଶ ଏବଂ ଶିଳ୍ପୀ ମାନଙ୍କର ସମ୍ମାନ କୁ ଲକ୍ଷ୍ୟ ରଖି ପୂର୍ବୋଦୋୟl ଆର୍ଟ ଫାଉଣ୍ଡସନ , ବାଲେଶ୍ୱର ତାର...

ଭତରାରେ ମଁI ରାମଚଣ୍ଡୀ ମନ୍ଦିର ରତ୍ନମୁଦ ମହୋତ୍ସବ

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଭତରା ଶଙ୍କର ମଠ ପରିସରରେ ନବନିର୍ମିତ ମାଁ ରାମଚଣ୍ଡୀ ମନ୍ଦିର ର...

ସମ୍ବଲପୁରରେ ୩ଟି କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର:ଇଂରାଜୀ ନବବର୍ଷର ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଯୁବବର୍ଗଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ସହ ସେମାନଙ୍କୁ ଦକ୍ଷତା ବଢାଇବା ଲକ୍ଷ୍ୟରେ ରବିବାର...

ନିରାଶ୍ରୟକୁ ବାସ ଗୃହ ଦେଇ ଜନ୍ମ ଦିନ ପାଲିଲେ ସିଦ୍ଧୁ

ସମ୍ବଲପୁର:ନିଜ ଜନ୍ମ ଦିନରେ ଜଣେ ନିରାଶ୍ରୟ ମହିଳାଙ୍କୁ ବାସ ଗୃହ ଦେଉ ପ୍ରଶଂସା ସାଉଁଟିଛନ୍ତି ସିଦ୍ଧାର୍ଥ ସାହା।ସିଦ୍ଧୁ ନାମରେ ସେ...

ଅରୁଣ ଷଡଙ୍ଗୀ ହେଲେ କାର୍ଯ୍ୟକାରୀ ପୁଲିସ ମହା ନିର୍ଦ୍ଦେଶକ

ଭୁବନେଶ୍ୱର:୧୯୯୦ ବ୍ୟାଚ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଭାବେ ଆଜି ନିଯୁକ୍ତି ମିଳିଛି ।...

ବାଜି ରାଉତ ଫୁଟବଲ କପ୍ ଗ୍ରାମାଞ୍ଚଳର ପିଲାମାନଙ୍କୁ ଖେଳିବା ପାଇଁ ପ୍ରେରଣା ଯୋଗାଇବ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ବାଜି ରାଉତ ଫୁଟବଲ କପ୍ ଗ୍ରାମାଞ୍ଚଳର ପିଲାମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋବୃତ୍ତି ବଢାଇବା ପାଇଁ ପ୍ରେରଣା ଯୋଗାଇବ । ଏହି...

ଲୋକ ସେବକ ମଣ୍ଡଳ ଓ ସମାଜ ରିଲିଫ କମିଟି ପକ୍ଷରୁ ମେଘପାଳ ପଞ୍ଚାୟତରେ କମ୍ୱଳ ବଣ୍ଟନ

ସମ୍ବଲପୁର(ମେଘପାଳ):: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମେଘପାଳ ପଞ୍ଚାୟତରେ ଆଜି ଲୋକ...

କୁଦୋପାଲିରେ ବୀର ଛବିଲ ସାଏ ସହୀଦ ସ୍ମାରକୀ ଉଦଘାଟିତ

ସମ୍ବଲପୁର (କୁଦୋପାଲି):୧୮୫୭ ମସିହା ଡିସେମ୍ବର ୩୦ ତାରିଖ କୁଦୋପାଲି ରେ ବୀର ଛବିଲ ସାଏ ଏବଂ ୫୭ ଜଣ ସହଯୋଗୀଙ୍କ...