ସମ୍ବଲପୁର ପ୍ରତିନିଧି
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ବିକାଶ ନାଁରେ ରାସ୍ତା ବାହାରେ ଥିବା ଗଛ କାଟିବା ଦୁର୍ଭାଗ୍ୟ ଜନକ- ସରୋଜ ସାହୁ ବରିଷ୍ଠ ବିଜେପି ନେତା
ସମ୍ବଲପୁର:ଅଞ୍ଚଳର ବିକାଶ କରିବା, ରାସ୍ତା ର ପ୍ରଶସ୍ତିକରଣ ସ୍ୱାଗତଯୋଗ୍ୟ ପଦକ୍ଷେପ l କିନ୍ତୁ, ବିକାଶ ନାଆଁ ରେ ରାସ୍ତା କଡରେ...
କୈଶୋର ସ୍ୱାସ୍ଥ୍ୟ ସାମଗ୍ରିକ ବିକାଶର ଦ୍ୱାର ଦେଶ
ସମ୍ବଲପୁର (ପଡିଆବାହାଲ):କୈଶୋର ବୟସ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଓ ଏହି ସମୟର ସ୍ୱାସ୍ଥ୍ୟ ଆଗାମୀ ଭବିଷ୍ୟତ ପାଇଁ ମୂଲ୍ୟବାନ ଜୀବନ...
ମହାନଦୀ ଗର୍ଭରେ ଅବସ୍ଥିତ ଶ୍ରୀରାମ ପାଦର ଦର୍ଶନ ଓ ସଫେଇ କଲେ ସକ୍ଷମ ସଦସ୍ୟ
ସମ୍ବଲପୁର:ସମ୍ବଲପୁର ର ଜୀବନଧାରା ମହାନଦୀ ଗର୍ଭ ରେ ଅବସ୍ଥିତ ଅବହେଳିତ ଐତିହାସିକ ପୀଠ ଶ୍ରୀରାମ ପାଦ ର ସୁରକ୍ଷା ତଥା...
ଋଣ ମେଳା:ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର:ଶ୍ରୀରାମ ବାନରସେନା ମାଧ୍ୟମରେ ଅଧର୍ମ ବିରୁଦ୍ଧରେ ଧର୍ମର ବିଜୟ ପାଇଁ ରାମସେତୁ ନିର୍ମାଣ କରାଇଥିଲେ । ସେହିପରି ଭାବେ ପ୍ରଧାନମନ୍ତ୍ରୀ...
ବିଜେଡ଼ିର ୱାର୍ଡ ସ୍ତରୀୟ କର୍ମୀ ସମାବେଶ
ସମ୍ବଲପୁର:ବୁର୍ଲାସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ୱାର୍ଡ ନମ୍ବର ୬ ଏବଂ ଜଗନ୍ନାଥ ମନ୍ଦିର ଠାରେ ୱାର୍ଡ ନମ୍ବର ୩ ର...
ଶଙ୍ଖ ଆପ ବ୍ୟବହାର କରି ୧୦ ପୁରସ୍କୃତ,ସମ୍ବଲପୁରରୁ ସତ୍ୟେନ୍ଦ୍ର
ଭୁବନେଶ୍ବର :ଶଙ୍ଖ ଆପ୍ ବ୍ୟବହାର କରି ଓଡିଶା ରୁ ୧୦ ଜଣ ବିଜୁ ଜନତା ପକ୍ଷରୁ ସମ୍ମାନୀତ ହୋଇଛନ୍ତି।ସେମାନଙ୍କ ମଧ୍ୟରେ...
ଐତିହାସିକ ଦୀପକ ପଣ୍ଡାଙ୍କ ପାଞ୍ଚଟି ପୁସ୍ତକ ଲୋକାର୍ପିତ
ସମ୍ବଲପୁର:ଆଜି ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜର ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ଐତିହାସିକ ଦୀପକ କୁମାର ପଣ୍ଡାଙ୍କ ପାଞ୍ଚଟି ପୁସ୍ତକ...
ସମ୍ବଲପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ବିଜେଡିର ସାଂଗଠନିକ ବୈଠକ
ସମ୍ବଲପୁର:ବିଜୁ ଜନତାଦଳ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ତରଫରୁ ୱାର୍ଡ ନମ୍ବର ୩ ଓ ୬ ରେ ସମ୍ବଲପୁର ଓ ରେଙ୍ଗାଲୀ...
ଦଶମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବଦ୍ବିତୀୟ ସନ୍ଧ୍ୟାରେ ନାଟକ ‘ସଠିକ୍ ବିଚାର’ ମଞ୍ଚସ୍ଥ
ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରସ୍ଥିତ ଅର୍ବାନ୍ ବ୍ୟାଙ୍କ୍ ପଡିଆ ଠାରେ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ ‘କ୍ରିଏଟିଭ୍ ଆର୍ଟସ୍’ ଆୟୋଜିତ...
ସମଲେଶ୍ବରୀ ମନ୍ଦିର ଅନୁଧ୍ୟାନ କଲେ ମନ୍ତ୍ରୀ ନିରଞ୍ଜନ
ସମ୍ବଲପୁର: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆଜି ନୂତନ ନିର୍ମାଣ ଚାଲିଥିବା ମା...
ଓଡିଆଙ୍କ ପ୍ରତିଟି ସ୍ପନ୍ଦନରେ ଜଗନ୍ନାଥ ଚେତନା: ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ସଭାରେ ମତପ୍ରକାଶ
ସମ୍ବଲପୁର(ଧମା):ଆଜି ମା ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଁ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ “ବିଶ୍ୱ ଓଡିଆ ଭାଷା ସମ୍ମିଳନୀ”ର ଆୟୋଜନ...
ଦୀର୍ଘ୍ ୩୩ ବର୍ଷର ବନବାସ ପରେ ବିଚାର ପରିବାରକୁ ଫେରିଲେ ଡଃ. ପ୍ରମୋଦ ରଥ
ଭୁବନେଶ୍ଵର(ସମ୍ବଲପୁର)୩୩ ବର୍ଷ ତଳେ ଅର୍ଥାତ ୧୯୮୯, ସେତେବେଳେ ସାରା ଭାରତ ରେ ଚାଲିଥିଲା ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ।...
