ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ମାଟୁପାଲି ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ମାଟୁପାଲି ଗ୍ରାମରେ ବୀର ସୁରେନ୍ଦ୍ର ସାଏ ପ୍ରଭାତ ଶାଖା...
ଖଣ୍ଡହତା ପ୍ରିମିୟମ ଲିଗ୍ କ୍ରିକେଟ ରେ ଡ୍ରାଗନ ଆଟାକରର୍ସ କୁ ହରାଇ ଡୋମିନେଟର ଫାଇଟର ଫାଇନାଲ ରେ ପ୍ରବେଶ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଖେଳ ପଡ଼ିଆରେ ଦ୍ଵିତୀୟ ଖଣ୍ଡହତା ପ୍ରିମିଅର...
ଲୁମୁରଜେନା ରେ ପାଞ୍ଚ ଶମ୍ଭୁ ଓ ବିଶାଳ ପାଲି ରେ ଚାରି ଶମ୍ଭୁ ମହାମିଳନ ଉତ୍ସବ ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଲୁମୁରଜେନା ଗ୍ରାମରେ ଷଷ୍ଠତମ ପଞ୍ଚଶମ୍ଭୁ...
ଉଲୁଣ୍ଡା ରେ ଅମୃତ ଧାରା ପ୍ରକଳ୍ପ ଅଚଳ ଯୋଗୁଁ ଦେଖା ଦେଇଛି ପାନୀୟଜଳ ସଙ୍କଟ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ସହରର ମୁଖ୍ୟ ଛକଗୁଡିକରେ ଥିବା ଅମୃତଧାରା ପ୍ରକଳ୍ପ ଦୀର୍ଘ ଦିନ...
ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଯୋଗଦେଲେ ବିଜେଡି କର୍ମୀ ସମାବେଶରେ
ବୀରମହାରାଜପୁର : (ସୌମିତ୍ରି ମେହେର) ସାଧାରଣ ନିର୍ବାଚନ ବିଧାନସଭା ଯେତିକି ପାଖେଇ ଆସୁଛି କର୍ମୀ ଓ ପ୍ରାର୍ଥୀ ଙ୍କ ମଧ୍ୟରେ...
ବୀରମହାରାଜପୁର ରେ ବିଜେଡି ଛାଡିଲେ ବହୁ ନେତା ଓ ଦଳୀୟ କର୍ମକର୍ତ୍ତା
ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରୁ ବିଜେଡି ଟିକେଟ ପାଇଁ ଆବେଦନ...
ବହଲପଦର ପ୍ରିମିଅର ଲିଗ କ୍ରିକେଟ ରେ ନଟରାଜ ଫାଇଟର କୁ ହରାଇ କିଙ୍ଗସ୍ ଏକାଦଶ ସେମିରେ ପ୍ରବେଶ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମର ଖେଳ ପଡ଼ିଆରେ ହେଉଥିବା ପ୍ରଥମ...
ବଡ଼ବର୍ଡlକଟl ରେ ଉଦଯାପିତ ହେଲା ମାହେଶ୍ଵରୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଖଣ୍ଡହତା ପଞ୍ଚାୟତ ର ବଡବର୍ଡାକଟା ଗ୍ରାମରେ ନବ ନିର୍ମିତ ମା ‘...
ଅମର ପାଲି ରେ ବିଜେପି ର ପ୍ରତିଷ୍ଠା ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ବିଜେପିର ୪୫ ତମ ପ୍ରତିଷ୍ଠା...
ଗୋଧନେଶ୍ୱର ଶୈବପୀଠ ରେ ଉଠିଲା ଚୈତ୍ର ଦଣ୍ଡ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ...
ବୀରମହାରାଜପୁର କଲେଜ ଶିକ୍ଷl ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
ବୀରମହାରାଜପୁର : (ସୌମିତ୍ରି ମେହେର) ଜୀବନରେ ଶୃଙ୍ଖଳା ହେଉଛି ମୂଳମନ୍ତ୍ର। ଶ୍ରେଣୀଗୃହ ଠାରୁ ଆରମ୍ଭକରି ଖେଳପଡ଼ିଆ ପର୍ଯନ୍ତ ପ୍ରତ୍ୟେକ କ୍ଷେତ୍ରରେ...
ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ପଦ୍ମନାଭ ବେହେରା ଙ୍କ ଶକ୍ତି ପ୍ରଦର୍ଶନ ପୂର୍ବକ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରା
ବୀରମହାରାଜପୁର : (ସୌମିତ୍ରି ମେହେର) ବୀରମହାରାଜପୁର ବିଧାନସଭା ପାଇଁ ପଦ୍ମନାଭ ବେହେରା ଙ୍କୁ ଟିକେଟ ମିଳିଲା ପରେ ତାଙ୍କୁ ବିଭିନ୍ନ...
