Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ବାଞ୍ଜିପାଲି ସ୍କୁଲରେ ପୁସ୍ତକ ବଣ୍ଟନ ସହ ସ୍ଵାଗତ ସମ୍ବର୍ଦ୍ଧନା

ଅତାବିରା: ସୋମବାର ସକାଳ ୭ ଘଟିକାରେ ଅତାବିରା ବ୍ଲକ୍ ଅନ୍ତର୍ଗତ ବୁଗବୁଗା କ୍ଲଷ୍ଟର ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି...

ରାଜ୍ୟପାଳଙ୍କ ଦ୍ୱାରା ସମର୍ଦ୍ଧିତ ହେଲେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ

ଖଡ଼ିଆଳ : ରାଜ୍ୟସ୍ତରରେ ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ବିଭିନ୍ନ କ୍ଷେତ୍ରରେ ଉନ୍ନୟନ ମୂଳକ ଏବଂ ବର୍ଷ...

ଅସୁସ୍ଥ ବାଘର ସ୍ବାସ୍ଥ୍ୟାବସ୍ଥାରେ ଆସିଛି ସାମାନ୍ୟ ସୁଧାର

ଖଡ଼ିଆଳ : ନୂଆପଡାରେ ମଣିଷ ଖିଆ ବାଘକୁ ରବିବାର କାବୁ କରାଯିବା ପରେ ବାଘଟିର ସ୍ବାସ୍ଥ୍ୟ ଅତ୍ୟନ୍ତ ଗୁରୁତର ରହିଥିଲା...

ସୁବର୍ଣ୍ଣପୁରରେ ପ୍ରବାଦପୁରୁଷ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ...

ଗୁଣପୁର ବିଧାୟକଙ୍କ ହାତପାଣ୍ଠି ରୁ ନିର୍ମାଣ ହେଲା ଲାଇବ୍ରେରୀ ଘର।

ଗୁଡାରି,ରାୟଗଡା ଜିଲ୍ଲା ପଦ୍ମପୁର ଆର ଜି କଲେଜ ପରିସରରେ ଗୁଣପୁର ବିଧାୟକଙ୍କ ହାତ ପାଣ୍ଠିରୁ ନିର୍ମାଣ ହେଲା ଲାଇବ୍ରେରି ଗୃହ।...

ବରଗଡ଼/ବଲାଙ୍ଗୀର ରୁ ସକାଳୁ ଭୁବନେଶ୍ୱର ଟ୍ରେନ ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହେଲା

ବରଗଡ଼ / ଅତାବିରା – ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ତ୍ରୈମାସିକ ସାଧାରଣ ସଭା ତା.୧୬/୦୪/୨୦୨୩ ରବିବାର ଦିନ...

ଆଜିଠୁ ସମ୍ବଲପୁରରେ କର୍ଫ୍ୟୁ କୋହଳ

ସମ୍ବଲପୁର: ଆଜିଠୁ ସମ୍ବଲପୁରରେ କର୍ଫ୍ୟୁ କୋହଳ କରାଯାଇଛି। ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ...

ସିମନବାଡ଼ି ଜଙ୍ଗଲ ଜଳୁଛି: ବନ ଜୀବଜନ୍ତୁଙ୍କ ଜୀବନ ବିପଦରେ ପଡ଼ି ଯାଇଛି: ଦୁର୍ବୁତ୍ତ ମାନଙ୍କୁ କାବୁ ପାଇଁ ଦାବୀ

ବାଲିଗୁଡା: ଖରାଦିନ ଆରମ୍ଭ ହେଉଣୁ ଜଙ୍ଗଲରେ ନିଆଁ ଲାଗିଛି। କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଦାରିଙ୍ଗବାଡ଼ି ବନାଞ୍ଚଳ ସିମନବାଡ଼ି ନିକଟସ୍ଥ...

ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ପଞ୍ଚାୟତ ପ୍ରତିନିଧି

ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ମାଣିକେଶ୍ୱର ପଞ୍ଚାୟତ ପରିଦର୍ଶନରେ ଆସି...

ଗୁଡାରି ରେ ମିଶନ ଶକ୍ତି ସଭାଗୃହ ଶୁଭ ଉଦ୍ଘାଟନ

ଗୁଡାରି, ରବିବାର ଦିନ ମାନ୍ୟବର ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ବାରା ମିଶନ ଶକ୍ତି...

ସାପ୍ତାହିକ ହାଟରୁ ପୁଣି ମୋବାଇଲ ଚୋରି..କିଛିଦିନର ନିରବତା ପରେ ଚୋରି ରାକେଟ୍ ପୁଣି ସକ୍ରୀୟ..

ଲକ୍ଷ୍ମୀପୁର : କିଛି ଦିନର ନିରବତା ପରେ ପୁଣି ଲକ୍ଷ୍ମୀପୁର ସାପ୍ତାହିକି ହାଟରୁ ଆରମ୍ଭ ହୋଇଛି ଚୋରି।ହାଟରେ ମୋବାଇଲ୍ ଚୋରି...

ସ୍ତ୍ରୀ କୁ ହତ୍ୟା ମାମଲାରେ ସ୍ବାମୀ ଙ୍କୁ କୋର୍ଟ ଚାଲାଣ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ପଞ୍ଚାୟତର କୁଟୁଣିପଦର ଗାଁ ରେ ଗତକାଲି ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ର ଅଭିଯୁକ୍ତ...