News from Sambalpur Odisha
ସୁସ୍ଥତା, ସଦଭାବନା ଏବଂ ନିଶାମୁକ୍ତି ସଂକଲ୍ପ ନେଇ ଛତିଷଗଡରୁ ପୁରୀକୁ ଦୌଡ଼ୁଛନ୍ତି ଅନୀଲ ଗୁପ୍ତା। (ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା)
ସମ୍ବଲପୁର, ୧୭/୧୦ (ରମାକାନ୍ତ ବିଶ୍ବାଳ) ମାରଥନ ଦୌଡ ପାଇଁ ଛତିଷଗଡ ରାଜ୍ଯ ରେ ପରିଚିତ ଅନିଲ ଗୁପ୍ତା ଯୁବକ ମାନଂକୁ...
ବୁର୍ଲା ବନ୍ଦ ସଫଳ
ସମ୍ବଲପୁର :ଅଭୂତପୂର୍ବ ବୁର୍ଲା ବନ୍ଦ ସଫଳ ହୋଇଛି।ବୁର୍ଲା ସହରରେ ବେଆଇନ୍ ଉଛେଦ ପ୍ରକ୍ରିୟା କୁ ବନ୍ଦ କରିବା ଏବଂ ଲୋକଙ୍କୁ...
ସିଲଭର ସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ବ୍ରହ୍ମପୁର କଳାକାର ପୁରସ୍କୃୁତ
ବ୍ରହ୍ମପୁର: ନବକିଶୋର ଦାସ କ୍ରିଏସନ୍ ପ୍ରସ୍ତୁତି ତ୍ରୁତୀୟ ସିଲ୍ଭର ସିଟି ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ : ୨୦୨୩ ଅବସରରେ ଦକ୍ଷିଣ...
ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର
ସମ୍ବଲପୁର:ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଉପଲକ୍ଷେ ବିଜୁ ସେବା କେନ୍ଦ୍ର ଦ୍ବାରା ଜମନକିରା ଠାରେ ଅନୁଷ୍ଠିତ ରକ୍ତ...
ବ୍ରହ୍ମଚାରିଣୀ ବେଶରେ ମାଁ କାମାକ୍ଷା ଦେବୀ
ସମ୍ବଲପୁର:ଆଜି ଶାରଦୀୟ ନବରାତ୍ର ପୂଜା ଉପଲକ୍ଷେ ମାଁ କାମାକ୍ଷ୍ଯା ଦେବୀଙ୍କ ମନ୍ଦିରରେ ଦ୍ବିତୀୟା ତିଥିରେ ମାଁ ବ୍ରହ୍ମଚାରିଣୀ ବେଶରେ ଭୁବନେଶ୍ୱରୀ...
ବିଜୁ ସେବା କେନ୍ଦ୍ର ପକ୍ଷରୁ ରକ୍ତଦାନ ଶିବିର ଏବଂ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଳନ
ଜମନକିରା : ଆଜି ସୋମବାର ଜମନକିରା ଡାକ୍ତରଖାନ ପରିସରରେ ବିଜୁ ସେବା କେନ୍ଦ୍ର ଦ୍ଵାରା ଏକ ବ୍ଲକସ୍ତରୀୟ ରକ୍ତଦାନ ଶିବିର...
ରାସ୍ତା ଘାଟର ଦୁର୍ଦିନ ଅବସ୍ଥା ଭିତରେ ଆୟୋଜନ ହେବ ଗୋବିନ୍ଦତୋଲା-ଧନୁପାଲି ଶାରଦୀୟ ଉତ୍ସବ
ସମ୍ବଲପୁର:ଗୋବିନ୍ଦତୋଳା ଦୁର୍ଗାପୂଜା ର ଆୟୋଜନ ଆଜି ହୋଇଗଲାଣି ୫୫ ବର୍ଷ l 1969 ମସିହା ରେ କିଛି ପାଠ ପଢୁଆ...
ଅନ୍ୟକୁ କଟାକ୍ଷ କରିବା ପୂର୍ବରୁ ନିଜର ଦୋଷ ଦୁର୍ବଳତାର ସମୀକ୍ଷା କରୁ,ବିଜେଡିକୁ ବିଜେପିର ସମାଲୋଚନା
ସମ୍ବଲପୁର:ସମ୍ବଲପୁର ବି.ଜେ.ପି. ବାହାର ଲୋକଙ୍କ ଉପରେ ଭରଷା କରିଛି ଓ ସମ୍ବଲପୁର ରେ ନେତୃତ୍ୱ ଦୁର୍ବଳ ହୋଇଗଲାଣି ବୋଲି ଗତକାଲି...
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସମ୍ବଲପୁର ଜିଲ୍ଲା ସ୍ତରୀୟ ସାଧାରଣ ସଭା ସହ କର୍ମକର୍ତ୍ତା ନିର୍ବାଚନ
ଜମନକିରା : ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ଅନ୍ତର୍ଗତ ଜୟନ୍ତପୂର ଆଶ୍ରମ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ...
ଜଗନ୍ନାଥ ପାର୍କରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ
ସମ୍ବଲପୁର: ଆଜି ସ୍ଥାନୀୟ ଜଗନ୍ନାଥ କଲୋନି ପାର୍କ ଠାରେ ଶ୍ରୀ ଜଗନ୍ନାଥ ଯୋଗ କ୍ଲାସ ପକ୍ଷରୁ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ...
କିଶୋରୀ କିଶୋରଙ୍କ ସ୍ୱାସ୍ଥ୍ୟ ଉପରେ ଏକ ତାଲିମ ଶିବିର
ଜମନକିରା : ଜମନକିରା ବ୍ଲକ କଟଙ୍ଗପାଣି ପଞ୍ଚାୟତ ରାଜୀବ ଭବନ ସଭା ଗୃହରେ ଆଜି ରବିବାର ଦିନ ସିଡି ସଂସ୍ଥା...
କଟଙ୍ଗପାନିରେ କୈଶୋର ସ୍ୱାସ୍ଥ୍ୟ ତାଲିମ
ସମ୍ବଲପୁର (ଜମନକିରା)): ତା ୧୫.୧୦: ଆଜି ସିଡି ସଂସ୍ଥା ଏବଂ କୈଳାସ ସତ୍ୟାର୍ଥୀ ଚିଲ୍ଡରେନ ଫାଉଣ୍ଡେସନ ତରଫ ରୁ ୬୦...
