News from Sambalpur Odisha
ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ
ସମ୍ବଲପୁର: ସ୍ଥାନୀୟ ମୁଦିପଡ଼ା ବସନ୍ତ ବିହାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର 25ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ତଥା ପ୍ରଶଂସାପତ୍ର...
ଟିକିଲିପଡ଼ା ସରକାରୀ ବାଳିକା ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ; କଠିନ ପରିଶ୍ରମ ହିଁ ସଫଳତାର ଚାବକାଠି, ମୁଖ୍ୟଅତିଥି ହେମାସାଗର ସାହୁ
ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ମଙ୍ଗଳବାର ଦିନ ଅନୁଷ୍ଠିତ...
ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ସ୍ଵୀକୃତି ଦେବା ପାଇଁ ଭାଷା ସଂସ୍କୃତି ଜାଗରଣ ଯାତ୍ରା
ଝାରସୁଗୁଡ଼ା: ଓଡ଼ିଶା ସରକାର ଭାରତର ସଭିଧନ ର ଅଷ୍ଟମ ଅନୁଚ୍ଛେଦରେ ସମ୍ୱଲପୁରି/କୋଶଳୀ ଭାଷାକୁ ସାମିଲ କରିବାକୁ ଚିଠି ଲେଖି ଚୁପ୍...
ଗାଁ କଲଚୟାଣ ସମିତି ପକ୍ଷରୁ ଖରମୁଣ୍ଡା ଗ୍ରାମରେ ସ୍ୱାକ୍ଷରତା ଅଭିଯାନ
ସମ୍ବଲପୁର(ଜମନକିରା):ଛୋଟ ମୋର ଗାଁଟି ପୋଥିପତରେ ରଖିବି ତାର ନାଁଟି । ଏଭଳି ସଂକଳ୍ପ ନେଇ ବଡରମା ପଞ୍ଚାୟତର ଖରମୁଣ୍ଡା ଗ୍ରାମବାସୀ...
ବାବେଝୁରି ବୁଲାଣି ରେ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ
ସମ୍ବଲପୁର:ଜମନକିରା ଥାନା ବାବେଝୁରି ବୁଲାଣିରେ ସୋମବାର ରାତି ୭ ଟାରେ ଭାରସାମ୍ୟ ହରାଇ ଏକ ଟ୍ରକ ରେଜିଷ୍ଟେସନ ନମ୍ବର ସି.ଜି...
ଆରୋଗ୍ୟ ଭାରତୀ ପଶ୍ଚିମ ପ୍ରାନ୍ତ କାର୍ଯ୍ୟକର୍ତ୍ତା ବୈଠକ
ସମ୍ବଲପୁର:ଆରୋଗ୍ୟ ଭାରତୀ ଓଡ଼ିଶା ପଶ୍ଚିମ ପ୍ରାନ୍ତ କାର୍ଯ୍ୟକର୍ତ୍ତା ବୈଠକ ୧୮ ତାରିଖ ନିକଟସ୍ଥ ପରଧିଆପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି...
ପ୍ରତିଭା ବିକାଶ ଅଭିଯାନର ସଦସ୍ୟ ଓ ଶିକ୍ଷାବିତଙ୍କ ସମାବେଶ
କୁଚିଣ୍ଡା:ଅଞ୍ଚଳରେ ଶିକ୍ଷାର ବିକାଶ ଓ ପ୍ରତିଭା ଚୟନ ଅଭିଯାନ ରେ ଦୀର୍ଘବର୍ଷ ଧରି ଉଦ୍ୟମ କରୁଥିବା ଶିକ୍ଷା ନୁରାଗୀ ଓ...
ପ୍ରତିଭା ବିକାଶ ଅଭିଯାନର ସଦସ୍ୟ ଓ ଶିକ୍ଷାବିତ ସମାବେଶ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅଂଚଳରେ ଶିକ୍ଷାର ବିକାଶ ଓ ପ୍ରତିଭା ଚୟନ ଅଭିଯାନରେ ଦୀର୍ଘବର୍ଷ ଧରି...
ଭୋଜପୁର ସରକାରୀ ଆଶ୍ରମ ସ୍କୁଲର ବାର୍ଷିକ ମହୋତ୍ସବ;ଲକ୍ଷ୍ୟ ସ୍ଥିର ହେଲେ ସଫଳତା ନିଶ୍ଚୟମୁଖ୍ୟବକ୍ତା ଅବସରପ୍ରାପ୍ତ ଶିକ୍ଷା ମଣ୍ଡଳାଧିଶ.. ତ୍ରୀଲୋଚନ ପଟେଲ
ଜମନକିରା : ଜମନକିରା ବ୍ଲକ ଭୋଜପୁର ସରକାରୀ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି...
ଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିତ୍ତୀୟ ସ୍ୱାକ୍ଷରତା କର୍ମଶାଳା
ସମ୍ବଲପୁର (ଧମା)ମାଝାଡେଶ୍ବରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ...
ରାଜବୈଦ୍ୟ ଗୋପୀନାଥଙ୍କ ସ୍ଥାୟୀ ସ୍ମୃତି ସ୦ରକ୍ଷଣ ଓ ଚିକିତ୍ସା ମଞ୍ଜରୀର ପ୍ରକାଶନ ଓ ବହୁଳ ପ୍ରସାରଣ ପାଇଁ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ
ସମ୍ବଲପୁର:ରବିବାର ପୂର୍ବାହ୍ନ ୧୦ଘଣ୍ଟା ସମୟରେ ରାଜବୈଦ୍ୟ ସ୍ମୃତି ସମିତି ଓ ସିଦ୍ଧେଶ୍ଵରୀ ଧର୍ମ ସ୦ସଦର ମିଳିତ ଉଦ୍ୟମରେ ସମିତିର ସଭାପତି...
ପଡିଆବାହାଲ:କଂସ ନିଧନ, ଧନୁଯାତ୍ରା ଉଦଯାପିତ
ସମ୍ବଲପୁର :ମଥୁରା ରାଜ୍ୟ କଂସ ନିଧନ ପରେ ପଡିଆବାହାଲ ଧନୁଯାତ୍ରା ଆଜି ଉଦଯାପିତ ହୋଇଛି।୭ ଦିନ ବ୍ୟାପି ଚାଲିଥିବା ଧନୁଯାତ୍ରାର...
