Odisha News
ପ୍ରଦୂଷଣ ରେ ହୀରାକୁଦ ଶିଳ୍ପାଞ୍ଚଳ,. ବିକାଶ, ସ୍ଥାନୀୟ ନିଯୁକ୍ତି କୁ ଉପେକ୍ଷା
ହୀରାକୁଦ: 1957 ସାଲ ରେ ହୀରାକୁଦ ବନ୍ଧ ଯୋଜନା ନେହେରୁ ଙ୍କ ଦ୍ଵାରା ଉଦଘାଟିତ ହେବା ପରେ ହୀରାକୁଦ ଶିଳ୍ପାଞ୍ଚଳ...
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା; କ୍ରାଇମବ୍ରାଞ୍ଚ ରିପୋର୍ଟକୁ କଡା ସମାଲୋଚନା କଲେ ବିଜୟ ମହାପାତ୍ର, କହିଲେ…
ଭୁବନେଶ୍ବର: ଗତକାଲି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ ରିପୋର୍ଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ। ନବ ଦାସ ହତ୍ୟା...
ରାଜ୍ୟରେ ଏସଏଚଜି ମହିଳାଙ୍କ ପାଇଁ ହେବ ସ୍ୱତନ୍ତ୍ର ପାଣ୍ଠି
ଭୁବନେଶ୍ବର: ଏସଏଚଜି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କଲେ ରାଜ୍ୟ ସରକାର। ଏହାସହିତ ରାଜ୍ୟସ୍ତରରେ ଗଠନ ହେବ ଏସଏଚଜି...
ରଥଯାତ୍ରା ପୂର୍ବରୁ ମରାମତି ହେବ ମହାପ୍ରଭୁଙ୍କ ରତ୍ନପଲଙ୍କ
ପୁରୀ: ଆଗକୁ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରାଥଯାତ୍ରାକୁ ଆଉ କେଇଟା ଦିନ ବାକି ଥିବା ବେଳେ ମରାମତି ହେବ ମହାପ୍ରଭୁଙ୍କ ରତ୍ନପଲଙ୍କ।...
ପ୍ରଧାନମନ୍ତ୍ରୀଙ୍କ ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନବୀନ
ଭୁବନେଶ୍ୱର: ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି NITI ଆୟୋଗ ବୈଠକ। ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ...
ରାଜ୍ୟରେ ବଢିଲା ଓବିସି ସର୍ଭେର ଅବଧି; ଜୁନ୍ ୬ ଯାଏ ଚାଲିବ
ଭୁବନେଶ୍ୱର: ଜୁନ୍ ୬ ଯାଏ ଜାରି ରହିବ ରାଜ୍ୟସ୍ତରୀୟ ଓବିସି ସର୍ଭେ। ପୂର୍ବରୁ ସର୍ଭେ ପାଇଁ ସମସ୍ତ ୩୧୪ ଟି...
କାର୍ଯ୍ୟରେ ଅବହେଳା ଯୋଗୁ ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
ଭୁବନେଶ୍ୱର: ଡ୍ୟୁଟି ପରିଚାଳନାରେ ଚରମ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ରାଜ୍ୟର ୨୨୩ ଟି କଲେଜର ଅଧ୍ୟକ୍ଷ, ମୁଖ୍ୟ କିରାଣୀ...
ଜୁନ୍ ମାସରେ ସ୍ବାଭାବିକଠାରୁ କମ୍ ବର୍ଷା; ଅଧିକ ରହିବ ତାପମାତ୍ରା
ଭୁବନେଶ୍ବର: ଆସନ୍ତା ଜୁନ୍ ମାସରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇପାରେ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ...
ମହାନଦୀ ଜଳବିବାଦ; ଆଜି ଚିଲିକା ମୁହାଣ ପରିଦର୍ଶନ କରିବ ଟିମ
ଭୁବନେଶ୍ବର: ମହାନଦୀ ଜଳବିବାଦ ମାମଲା। ମହାନଦୀର ସ୍ଥିତି ଅନୁଧ୍ୟାନ ଲାଗି ବିଭିନ୍ନ କ୍ଷେତ୍ର ପରିଦର୍ଶନ କରୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ।...
ଖୁବ୍ ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ ସେବା
ଭୁବନେଶ୍ବର: ଖୁବ୍ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ ସେବା। ଏ ନେଇ ଖୁବ୍ ଶୀଘ୍ର ଆରମ୍ଭ ହେବ...
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା; ଚାର୍ଜସିଟ ରିପୋର୍ଟରୁ ବଡ ଖୁଲାସା, ବ୍ୟକ୍ତିଗତ ଶତ୍ରୁତା ଯୋଗୁ କରାଯାଇଥିଲା ହତ୍ୟା!
ଝାରସୁଗୁଡା: ବହୁଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଆଜି ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡା ଜେଏମଏଫସି କୋର୍ଟରେ ଚାର୍ଜସିଟ...
ଜମି କିଣାବିକା ପାଇଁ ବଦଳିଲା ନିୟମ; ଆଗ ସ୍ଲଟ ବୁକିଂ, ପରେ ରେଜିଷ୍ଟ୍ରେସନ
ଭୁବନେଶ୍ବର: ଜମି କିଣୁଛନ୍ତି କିଣାବିକା କରୁଛନ୍ତି କି? ବଦଳିଲା ନିୟମ । ପୂର୍ବ ଭଳି କରିପାରିବେନି ଜମି କିଣାବିକା। ଏଥିପାଇଁ...
