Odisha Politics News
କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ? ଜାରି ରହିଛି ଦ୍ୱନ୍ଦ୍ୱ, ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ପହଁଞ୍ଚିଛନ୍ତି ରାହୁଲ
ବେଙ୍ଗାଲୁରୁ: କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ସନ୍ଧ୍ୟାରେ ହୋଇପାରେ ବଡ଼ ଘୋଷଣା। କର୍ଣ୍ଣାଟକରେ କିଏ ସିଏମ୍ ଆସନ...
ରାଜପରିବାର ବିରୋଧରେ ସାଂଘାତିକ ଅଭିଯୋଗ; ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ବୋହୂ
ବଲାଙ୍ଗୀର: ପଦାକୁ ଆସିଲା ରାଜପରିବାର କଳି। ଶ୍ବଶୂର ଘର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ରାଜପରିବାର ଅନଙ୍ଗ ଉଦୟ ସିଂ...
ଝାରସୁଗୁଡା ନିର୍ବାଚନ; କମ୍ ଭୋଟ ପ୍ରତିଶତର କାରଣ ଖୋଜିବ ସ୍ବତନ୍ତ୍ର ଟିମ୍; ପିସିସି ସଭାପତି
ଭୁବନେଶ୍ୱର: ଝାରସୁଗୁଡା ନିର୍ବାଚନରେ ବିପୁଳ ଭୋଟରେ ବିଜେଡି ଜୟଯୁକ୍ତ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଦଳ ହାରିବା...
କିଏ ହେବ ପରବର୍ତ୍ତୀ ବାଚସ୍ପତି? କାହାକୁ ମିଳିବ ମନ୍ତ୍ରୀପଦ? ୩ ବରିଷ୍ଠ ନେତାଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା
ଭୁବନେଶ୍ବର: ନିକଟରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ। ଏହାପରେ ପରେ ଇସ୍ତଫା ଦେଇଥିଲେ ଶ୍ରମ ଓ...
ବିଜେପି ହାରିବାରୁ ଟିପୁ ସୁଲତାନଙ୍କ ଉପରେ ନାଟକ ଲେଖିଥିବା କରିୟପ୍ପା ଦେଲେ ଇସ୍ତଫା, ଥିଲେ ବିବାଦରେ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିର ପରାଜୟ ପରେ ମହୀଶୂରରେ ଥିଏଟର ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅଦାନ୍ଦା ସି କରିୟାପ୍ପା ନିଜ ପଦରୁ ଇସ୍ତଫା...
ମୋତେ ୨ ବର୍ଷ ମୁଖ୍ୟମନ୍ତ୍ରୀ କରାଯାଉ, ପୁଣି ୩ ବର୍ଷ ଶିବକୁମାରଙ୍କୁ, ହାଇକମାଣ୍ଡଙ୍କୁ ଫର୍ମୁଲା ଦେଲେ ସିଦ୍ଧରମୈୟା
ନୂଆଦିଲ୍ଲୀ: କର୍ଣ୍ଣାଟକରେ ପ୍ରଚଣ୍ଡ ବହୁମତ ପରେ କଂଗ୍ରେସ ଏବେ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିପାରେ। ବେଙ୍ଗାଲୁରୁରେ ଏକ...
ବିଜେପି ଉପରେ ଭାରି ପଡ଼ୁଛି ମାଗଣା ସ୍କିମ, ଏବେ ପୁରୁଣା ପେନସନ ଯୋଜନା ବଢାଇପାରେ ପାର୍ଟିର ଟେନସନ
ନୂଆଦିଲ୍ଲୀ: କର୍ଣ୍ଣାଟକରେ ଶୋଚନୀୟ ପରାଜୟ ଭୋଗିଥିବା ବିଜେପି ଏବେ ଆତ୍ମମନ୍ଥର କରୁଛି। ବିଜେପି ସୂତ୍ର ଅନୁଯାୟୀ, ଦଳକୁ କଂଗ୍ରେସର ମାଗଣା...
ଖଡ଼ଗେଙ୍କୁ କୋର୍ଟଙ୍କ ସମନ, ଜୁଲାଇ ୧୦ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପଞ୍ଜାବର ସଙ୍ଗରୁରର ଏକ ଜିଲ୍ଲା ଅଦାଲତ ୧୦୦ କୋଟି ଟଙ୍କାର ମାନହାନୀ ମାମଲାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧ୍ୟକ୍ଷ...
ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି
ଭୁବନେଶ୍ବର: ଝାରସୁଗୁଡାର ନୂଆ ବିଧାୟିକା ଦୀପାଳି ଦାସ । ଝାରସୁଗୁଡାର ନୂଆ ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ।...
ସିଦ୍ଧରମୈୟା ନା ଶିବକୁମାର; କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?
ଭୁବନେଶ୍ବର: କର୍ଣ୍ଣାଟକରେ କଂଗ୍ରେସର ବଡ଼ ସଫଳତା ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ଇେ ଚର୍ଚ୍ଚା ଜୋର୍ ଧରିଛି। ସିଦ୍ଧରମୈୟା...
ଆଜି ଝାରସୁଗୁଡାର ନୂଆ ବିଧାୟିକା ଭାବେ ଶପଥ ନେବେ ଦୀପାଳି
ଭୁବନେଶ୍ବର: ଆଜି ଝାରସୁଗୁଡାର ନୂଆ ବିଧାୟିକା ଭାବେ ଶପଥ ଗ୍ରହଣ କରିବେ ଦୀପାଳି ଦାସ । ଆଜି ଦିନ ୧୦ଟା ୩୦ରେ...
ମୁଖ୍ୟମନ୍ତ୍ରୀ ପଦକୁ ନେଇ ତେଜିଲା କନ୍ଦଳ, କଂଗ୍ରେସ ନେତା କହିଲେ- କର୍ଣ୍ଣାଟକରେ ଏବେ ସମୟ ଲାଗିବ
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିପୁଳ ବିଜୟ ପରେ ବି କଂଗ୍ରେସ ମନରେ ଯେଉଁ ଡର ଥିଲା ତାହା ଏବେ ସତରେ ପରିଣତ...
