Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Politics News

ପ୍ରଶାନ୍ତ କିଶୋର ହେବେ ନାହିଁ ନୂତନ ପାର୍ଟିର ଅଧ୍ୟକ୍ଷ ! ଅକ୍ଟୋବରରେ ହୋଇପାରେ ଦଳ ଗଠନ

ପାଟନା: ବିହାରରେ ଜନ ସୁରାଜ ପଦଯାତ୍ରାରେ ରହିଥିବା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏବେ ନିର୍ବାଚନୀ ମଇଦାନରେ ପ୍ରବେଶ କରିବା...

କେଜରିଓ୍ଵାଲଙ୍କୁ କରାଯାଉ ପିଏମ ପ୍ରାର୍ଥୀ, ଇଣ୍ଡିଆ ବୈଠକ ପୂର୍ବରୁ ଆପର ଦାବି

ନୂଆଦିଲ୍ଲୀ: ମୁମ୍ବାଇରେ ବିରୋଧୀ ଦଳର ମେଣ୍ଟ ଇଣ୍ଡିଆର ବୈଠକ ପୂର୍ବରୁ ଆମ୍ ଆଦମୀ ପାର୍ଟି(ଆପ୍) କେଜରିଓ୍ଵାଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଉ...

ଫାଇଭ ଟି ସାର୍ଟ ପିନ୍ଧି ଏବେ ଓଡ଼ିଆଙ୍କୁ ବାଡ଼େଇବା ଆରମ୍ଭ କରିଛନ୍ତି ଶାସକ ଦଳ: ବିଜୟ ପଟ୍ଟନାୟକ

ଭୁବନେଶ୍ଵର: ରାଜ୍ୟ ସାରା ଫାଇଭ୍-ଟି ସଚିବଙ୍କ ଗସ୍ତକୁ ନେଇ ରାଜନୀତି ସହ ବିବାଦ ମଧ୍ୟ ବଢିବାରେ ଲାଗିଛି। ରାଜନୈତିକ ଦଳମାନଙ୍କ...

ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଭିତରେ ଓଡ଼ିଶା ଆସିବେ ଇସିଆଇ ଅଧିକାରୀ

ଭୁବନେଶ୍ଵର: ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ। ତେବେ ଏସବୁ ଭିତରେ...

ଧୃତରାଷ୍ଟ୍ର ନ ହୋଇ ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: କାଲିର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସୋମବାର ଟୁଇଟ୍ କରି...

‘ଜଣେ ମହିଳା ହିସାବରେ ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି, ଯେଉଁଠି ବିଶୃଙ୍ଖଳା ହେବ ସେହି ସ୍ଥାନରେ ହିଁ ଧାରଣା ଦେବି’

ଭୁବନେଶ୍ଵର: ଓଡ଼ିଶାରେ ବର୍ତ୍ତମାନ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି। ଏଠାରେ କାର୍ଯ୍ୟପାଳିକା ଆଗରେ ବ୍ୟବସ୍ଥାପିକା ନ୍ୟୁନ ହୋଇ ଗଲାଣି। ଜଣଙ୍କୁ...

ସଦ୍ୟ ଆଲେଖ୍ୟକୁ ନେଇ ସୌମ୍ୟଙ୍କୁ ଅନୁଭବଙ୍କ ଚ୍ୟାଲେଞ୍ଜ, କହିଲେ- ଯଦି ସତ ପ୍ରମାଣିତ ହେବ ମୁଁ ରାଜନୀତିରୁ ଇସ୍ତଫା ଦେଇ ଦେବି

ଭୁବନେଶ୍ଵର: ଆଜି ପୁଣି ଥରେ ବିଜୁ ଜନତା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦୈନିକ ସମ୍ବାଦ ପତ୍ରରେ ଆମ...

ବିଜେଡି ନେତାଙ୍କୁ ଏବେ ଦୁଇଟ ବିକଳ୍ପ, କ୍ରୀତଦାସ ହୋଇ ରୁହ, ନ ହେଲେ ଜେଲରେ ରୁହ: ବିଜୟ ପଟ୍ଟନାୟକ

ଭୁବନେଶ୍ଵର: ଗତକାଲି ଗଞ୍ଜାମ ଜିଲ୍ଲାରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ଚ୍ୟାଲେଞ୍ଜ କରି ବ୍ରହ୍ମପୁର ଯିବା ବେଳେ ଘଟିଥିବା...

ପୁଣି ବିଜେଡ଼ି ଉପରେ ବର୍ଷିଲେ ପ୍ରଦୀପ, କହିଲେ- ଓଡ଼ିଶା ରାଜନୀତିରେ କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି

ଭୁବନେଶ୍ଵର: ଗତକାଲି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ଚ୍ୟାଲେଞ୍ଜ କରି ବ୍ରହ୍ମପୁର ଯିବା ବେଳେ ଘଟିଥିବା ତୁମୁଳକାଣ୍ଡ ପରେ...

ବିଧାୟକ ପାଣିଗ୍ରାହୀଙ୍କ ବାଟ ଓଗାଳିଲେ ବିଜେଡି କର୍ମୀ, ଅଣ୍ଡା ମାଡ଼-ପଥର ମାଡ଼, ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ବ୍ରହ୍ମପୁର: ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଓଭର ବ୍ରିଜ ନିକଟରେ ବାଟ ଓଗାଳିଲେ...

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ !

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ବର୍ଷେରୁ କମ ସମୟ ବାକି ରହିଛି। ରାଜ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ...

ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣା: ଅଭିଯୁକ୍ତ ଭାସ୍କରଙ୍କୁ ଛାଡ଼ି ଦେଲା ପୋଲିସ

ସାକ୍ଷୀଗୋପାଳ: ସତ୍ୟବାଦୀରେ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ କାଳିମାଡ଼ ଘଟଣାରେ ଅଭିଯୁକ୍ତ ଭାସ୍କର ସାହୁଙ୍କୁ ପୋଲିସ ଛାଡ଼ି ଦେଇଛି।...