ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ଦଶହରା ଦେଖି ଫେରିବା ବେଳେ ୨ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା, ୪ ମୃତ
ନୂଆପଡ଼ା: ଦଶହରା ଦେଖି ଫେରିବା ବେଳେ ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଝିରିନିଖୋଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ଏମିତି ହେଲେ ଯୁଦ୍ଧକୁ ଆମେ ଡେଇଁବୁ; ଇସ୍ରାଏଲ ଓ ହମାସ ଲଢେଇକୁ ନେଇ ଇରାନକୁ ଆମେରିକାର ଚେତାବନୀ
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ଲଢେଇକୁ ନେଇ ଇରାନ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପାଇଁ ଅନେକ ଥର...

ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା’: କଟକରେ ଜମିଲାଣି ଭିଡ଼, ଏହି ରୁଟରେ ଯିବା ମନା
କଟକ: ବିଜୟା ଦଶମୀ ପରେ ଏକାଦଶୀ ଅର୍ଥାତ ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଜଗତ ଜନନୀ। ସେଥିପାଇଁ ସହରଠୁ...

କାହିଁକି ଭିଆରଏସ ନେଲେ ପାଣ୍ଡିଆନ, ସାମ୍ନାକୁ ଆସିଲା ବଡ଼ ସୂଚନା
ଭୁବନେଶ୍ଵର: ଭିକେ ପାଣ୍ଡିଆନଙ୍କ ଭିଆରଏସ ସଂପର୍କକୁ ନେଇ ସାମ୍ନାକୁ ଆସିଲା ବଡ଼ ସୂଚନା। ଅଚାନକ କାହିଁକି ଚାକିରିରୁ ସ୍ଵେଚ୍ଛାକୃତ ଅବସର...

ପାଣ୍ଡିଆନ ଏବେ ରାଜନୀତି କରନ୍ତୁ, ଆମର କିଛି ଅସୁବିଧା ନାହିଁ: ମନମୋହନ
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଗତକାଲି ସ୍ଵେଚ୍ଛାକୃତ ଭାବେ ଚାକିରିରୁ...

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’, ବୁଧବାର ସକାଳେ ସ୍ଥଳଭାଗ ଛୁଇଁବ
ଭୁବନେଶ୍ଵର: ଅତି ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ହାମୁନ। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୩...

ପାଣ୍ଡିଆନଙ୍କ ଇସ୍ତଫା ଏକ ପ୍ରହେଳିକା, କ୍ଷମତା ହାସଲ ପାଇଁ ଏହା ଏକ ଷଡ଼ଯନ୍ତ୍ର: ପିସିସି ସଭାପତି
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଗତକାଲି ସ୍ଵେଚ୍ଛାକୃତ ଭାବେ ଚାକିରିରୁ...

୬୬ରୁ ବନ୍ଦ ହେଲାଣି କଲମାର ୬୩ଟି ଗେଟ୍, ହୀରାକୁଦରେ କମିଲା ଜଳପ୍ରବାହ
ସମ୍ବଲପୁର: ଛତିଶଗଡ଼ ସରକାରଙ୍କ ମନମୁଖୀ କାମ। ବନ୍ଦ ହେବାକୁ ଯାଉଛି କଲ୍ମା ବ୍ୟାରେଜର ସମସ୍ତ ଗେଟ୍। ୬୬ଟି ଗେଟ୍ ମଧ୍ୟରୁ...

ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ସତର୍କ ସୂଚନା, କ୍ଷୟକ୍ଷତି ଘଟିଲେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇ ସାରିଛି। ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେଣୁ...

ବିଷାକ୍ତ ବାୟୁର ହାହାକାର, ଦିଲ୍ଲୀରେ ୩୦୫ ତ ମୁମ୍ବାଇରେ ୧୭୬ରେ ପହଞ୍ଚିଲା ଏକ୍ୟୁଆଇ
ନୂଆଦିଲ୍ଲୀ: ପାଖେଇ ଆସିଲାଣି ଦୀପାବଳି। ଆଉ ରାଜଧାନୀ ଦିଲ୍ଲୀର ବାୟୁ ବିଷାକ୍ତ ହେବାରେ ଲାଗିଛି। ସୋମବାର ଏକ୍ୟୁଆଇ ଅର୍ଥାତ ଏୟାର...

ଚୂଡାନ୍ତ ଏକାଦଶରୁ ବାଦ୍ ପଡ଼ିବା ଉପରେ ମୁହଁ ଖୋଲିଲେ ଶାମି, କହିଲେ- ବାହାରେ ବସିବା ବହୁତ ମୁସ୍କିଲ, ମାତ୍ର…
ଧର୍ମଶାଳା: ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବିଶ୍ଵକପରେ ନିଜର ପ୍ରଥମ ମ୍ୟାଚରେ ୫ ଓ୍ଵିକେଟ୍ ନେଇ ନ୍ୟୁଜିଲାଣ୍ଡ...

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା, ଏହି ବନ୍ଦର ପାଇଁ ୩ ନଂ ବିପଦ ସଙ୍କେତ ଜାରି
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତର ରୂପ ନେଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳରେ ହାଲୁକା ବର୍ଷା ହୋଇଛି।...