ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଆକ୍ସନ ମୋଡରେ ମୋହନ ଯାଦବ, ମଧ୍ୟପ୍ରଦେଶରେ ଲାଉଡସ୍ପିକର ଉପରେ ଲାଗିଲା ରୋକ୍
ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମାତ୍ରେ ଆକ୍ସନ ମୋଡ଼ରେ ମୋହନ ଯାଦବ। ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବା...
ବିଷ୍ଣୁଦେବ ସାଏ ହେଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ଅରୁଣ ସାଏ ଓ ବିଜୟ ଶର୍ମା
ରାୟପୁର: ଛତିଶଗଡ଼କୁ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ। ବୁଧବାର ବିଷ୍ଣୁଦେବ ସାଏ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।...
ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା, ସରିବ ମାର୍ଚ୍ଚ ୪ରେ; ଜାଣନ୍ତୁ କେଉଁ ଦିନ କେଉଁ ବିଷୟ ରହିଛି
ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ। ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪...
ମଧ୍ୟପ୍ରଦେଶରେ ଶିବରାଜଙ୍କ ଯୁଗର ଅନ୍ତ, ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ମୋହନ ‘ରାଜ’, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନେଲେ ଶପଥ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନଙ୍କ ଯୁଗର ପରିସମାପ୍ତି ଘଟିଛି । ରାଜ୍ୟରେ ଆରମ୍ଭ ହୋଇଛି ମୋହନରାଜର ଯୁଗ ।...
ପ୍ରଥମ ଥର ସଂସଦରେ ଅନୁପ୍ରବେଶ, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଜଣ; ଧୂଆଁ ଛାଡିଲେ
ନୂଆଦିଲ୍ଲୀ: ସଂସଦ ଭବନ ଉପରେ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଦିନ ପୁଣି ଥରେ ଗଣତନ୍ତ୍ରର ମନ୍ଦିରରେ ସୁରକ୍ଷାରେ ବଡ...
ଫେବୃଆରୀ ୧୫ରୁ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା
ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ...
ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, ଦୀୟା କୁମାରୀ ଓ ପ୍ରେମ ଚନ୍ଦ ବୈରଭାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ
ଜୟପୁର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବାଜିଛି ମୋହର। ଭଜନଲାଲ ଶର୍ମା ହେବେ...
ଆଇଟି ରେଡ୍ ପରେ ଏବେ ମଦ ଟଙ୍କା ଘାଣ୍ଟିବ ଇଡି ! ଖୋଲିବ ଗୁମର
ବଲାଙ୍ଗିର: କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ଜବତ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତତ୍ପର ହୋଇ...
ନୋଟ୍ ଗଣତି ପରେ ଆକ୍ସିକ ବ୍ୟାଙ୍କ୍ ଲକର ଯାଞ୍ଚ, ବିପୁଳ ପରିମାଣରେ ସୁନା ଅଳଙ୍କାର ଠାବ
ବଲାଙ୍ଗିର: ନଗଦରେ ଭର୍ତ୍ତି ୧୭୬ ବ୍ୟାଗ, ନୋଟ୍ ଗଣିବା ପାଇଁ ୪୦ ମେସିନ, ୩ଟି ବ୍ୟାଙ୍କର ୮୦ କର୍ମଚାରୀ, ୨୪ରୁ...
ରାଜ୍ୟକୁ ଫେରିଲା ଶୀତ, ୧୫ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ; କେନ୍ଦୁଝରରେ ସର୍ବନିମ୍ନ
ଭୁବନେଶ୍ୱର: ବାତ୍ୟା ମିଗଜୋମ ଯିବା ପରେ ରାଜ୍ୟକୁ ଫେରିଛି ଶୀତ। ସାରା ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି।...
ଆକ୍ସନ ମୋଡରେ ମହୁଆ ମୈତ୍ର, ଲୋକସଭାରୁ ବହିଷ୍କୃତ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ
ନୂଆଦିଲ୍ଲୀ: ମହୁଆ ମୈତ୍ର ତାଙ୍କୁ ଲୋକସଭାରୁ ବହିଷ୍କୃତକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ମୈତ୍ରଙ୍କୁ ଶୁକ୍ରବାର ଲାଞ୍ଚ ନେଇ ଗୃହରେ ପ୍ରଶ୍ନ...
ଧାରା ୩୭୦ ଉଚ୍ଛେଦ ବୈଧ, ସେପ୍ଟେମ୍ବର ୩୦ ସୁଦ୍ଧା କରାଯାଉ ନିର୍ବାଚନ; SCଙ୍କ ୧୦ ବଡ଼ ଟିପ୍ପଣୀ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ ଦର୍ଶାଇ ସୋମବାର ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।...
