ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ବାତ୍ୟାର ରୂପ ନେଇପାରେ
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଇଛି। ଏହା ପାରାଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।...
ସାମ୍ନାକୁ ଆସିଲା ASI ଲୁଗୁନଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଏହି କାରଣ ଯୋଗୁଁ ଘଟିଲା ମୃତ୍ୟୁ
ରାଉରକେଲା: ASI ଏଲିଶା ଲୁଗୁନଙ୍କ ମୃତ୍ୟୁ ଘଟଣାରେ ଶବ ବ୍ୟବଛେଦ ରିପୋର୍ଟ ସାମ୍ନାକୁ ଆସିଛି । ଅତ୍ୟଧିକ ଉତ୍ତେଜିତ ହେବା...
ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ସାଜିପାରେ ବାଧକ, ଜାଣନ୍ତୁ ରବିବାର କେମିତି ରହିବ ପାଗ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵକପ ୨୦୨୩ର ହାଇ ଭୋଲଟେଜ୍ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ହିମାଚଳ...
ସକ୍ରିୟ ହେଲା ଲଘୁଚାପ, ଚାଷୀଙ୍କୁ ସତର୍କ ସୂଚନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ
ଭୁବନେଶ୍ଵର : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି...
ଛତିଶଗଡ଼ ବିଧାନସଭା ନିର୍ବାଚନ, ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶାରୁ ତିନି ନେତା
ଭୁବନେଶ୍ଵର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ। ଏହିକ୍ରମରେ କଂଗ୍ରେସ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି...
ସ୍ଵରେଜ ସଫେଇ ସମୟରେ ମୃତ୍ୟୁ ଘଟିଲେ କର୍ମୀଙ୍କ ପରିଜନଙ୍କୁ ଦିଆଯାଉ ୩୦ ଲକ୍ଷ ଟଙ୍କା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ ସ୍ଵରେଜ ସଫେଇ ସମୟରେ ଘଟୁଥିବା ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ ଶୁକ୍ରବାର କଠୋର ଆଭିମୁଖ୍ୟ ଆପଣେଇଛନ୍ତି। କୋର୍ଟ କହିଛନ୍ତି...
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା
ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର। ରାଜ୍ୟ ସରକାର ରାଜ୍ୟର ସକରାରୀ କର୍ମଚାରୀଙ୍କୁ ଦଶହରା ଭେଟି ଦେଇଛନ୍ତି। ୪...
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, ମେଡିକାଲ୍ ରିପୋର୍ଟ ଜାରି କଲା ବିସିସିଆଇ
ନୂଆଦିଲ୍ଲୀ: ଧର୍ମଶାଳାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି। ବାଂଲାଦେଶ ମ୍ୟାଚରେ ଆହତ...
ସଂଘରେ କୌଣସି ଫାଟ ନାହିଁ, ଯେଉଁଠି କାଁ ଭାଁ ଚାଲିଛି ତାହା ବନ୍ଦ ହୋଇଯିବ: ସଂଘ ସଂପାଦକ
ଭୁବନେଶ୍ଵର: ଆଜିଠୁ ସମଗ୍ର ରାଜ୍ୟରେ ବସ୍ ଧର୍ମଘଟ ଆରମ୍ଭ ହୋଇ ଯାଇଛି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଏବଂ ପ୍ରତିଶ୍ରୁତି...
ଭାରତର ମୁସ୍କିଲ ବଢାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ନ୍ୟୁଜିଲାଣ୍ଡ ମ୍ୟାଚରୁ ବାଦ୍ ପଡ଼ି ପାରନ୍ତି
ଧର୍ମଶାଳା: ବିଶ୍ଵକପ୍ ୨୦୨୩ରେ ବିଜୟର ଚୌକା ମାରିଥିବା ଭାରତୀୟ ଦଳ ପାଇଁ ଆସିଛି ଦୁଃଖଦ ଖବର। ବାଂଲାଦେଶ ବିପକ୍ଷ ମ୍ୟାଚରେ...
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ନବମୀରୁ ବର୍ଷା !
ଭୁବନେଶ୍ଵର: ଏଥର ବର୍ଷାରେ ଭିଜିବ ପାର୍ବଣ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ...
ଧର୍ମଘଟ ଆରମ୍ଭ, ସାରା ରାଜ୍ୟରେ ବସ୍ ସେବା ଠପ୍, ଲୋକେ ହନ୍ତସନ୍ତ
ଭୁବନେଶ୍ଵର: ଆଜିଠୁ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ...
