ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଅସହାୟ ପରିବାର କୁ ଭେଟିଲେ ପ୍ରତିନିଧି ଦଳ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ପଞ୍ଚାୟତ ହନୁମାନ ପାଲି ଗ୍ରାମରେ ଏକ ପରିବାରର ଶିଶୁ...
ଉଲୁଣ୍ଡା ରେ ସପ୍ତଦୀପା ସାହିତ୍ୟ ସଂସଦର ସାରସ୍ବତ ସମାରୋହ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ସ୍ଥିତ ମାଉସି ମାଁ ମନ୍ଦିର ପରିସରରେ ବୀରମହାରାଜପୁର ସପ୍ତଦୀପା ସାହିତ୍ୟ...
ମାଟୁପାଲି ଛକ ରୁ ବିପୁଳ ଗଞ୍ଜେଇ ଜବତ; ଜଣେ ଗିରଫ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ମାଟୁପାଲି ଛକରେ ପୁଲିସ ଚଢ଼ାଉ କରି...
କୁକୁର ଆକ୍ରମଣ ରେ ଏକ ହରିଣର ମୃତ୍ୟୁ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ନାକଡେଇଁ ଗ୍ରାମ ବନ୍ଧ ନିକଟରେ କୁକୁର ଆକ୍ରମଣରେ ଏକ ଅଣ୍ଡିରା...
ସୁବଳୟା ପଞ୍ଚାୟତ ରେ ପିଡିଏସ୍ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ କରି ଉତ୍ତେଜନା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ କରି...
ରଥପୁର ବସଷ୍ଟପ ରୁ 4 କେଜି ଗଞ୍ଜେଇ ଜବତ; ଜଣେ ଅଟକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରଥପୁର ଛକ ବସଷ୍ଟପ ଠାରେ ବୀରମହାରାଜପୁର ପୋଲିସ ୪ କେଜି ଗଂଜେଇ...
ମୋବାଇଲ ଟାୱାର ବସାଇବାକୁ କହି ଲକ୍ଷାଧିକ ଟଙ୍କା ଠକିନେଲେ ; ଥାନାରେ ଏତଲା
ବୀରମହାରାଜପୁର : ମୋବାଇଲ ଟାୱାର ବସାଇବାକୁ କହି ଠକିନେଲେ ଲକ୍ଷାଧିକ ଟଙ୍କା । ଏମିତି ଏକ ଘଟଣା ନଜରକୁ ଆସିଛି...
ଭାରତୀୟ ଜନତାପାର୍ଟି ର ମଣ୍ଡଳ ସ୍ତରୀୟ ଲାଭାର୍ଥି ସମ୍ମିଳନୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତର ଘିଚାପାଲି ମେଟାକାନି ଛକ ନିକଟରେ ଭାଜପାର ଲାଭାର୍ଥି ସମ୍ମିଳନୀ...
ପ୍ରଶାସନିକ ଅବହେଳା ଯୋଗୁଁ ସ୍ଥାପନ ହୋଇ ପାରୁ ନି ସୈନିକ ସ୍କୁଲ ; ସାଂସଦ ଶ୍ରୀମତୀ ସଂଗୀତା ସିଂହ ଦେଓ
ବୀରମହାରାଜପୁର : ସୁବର୍ଣ୍ଣପୁର ରେ ଏକ ସୈନିକ ସ୍କୁଲ ସ୍ଥାପନ ନେଇ ବିଭିନ୍ନ ସମୟରେ ଦାବି ହେଉଥିବା ବେଳେ ବଲାଙ୍ଗିର...
ସୁବର୍ଣ୍ଣପୁର : ବସ ଷ୍ଟପ୍ ରୁ ଚାରି କେଜି ଗଞ୍ଜେଇ ଜବତ ; ଦୁଇ ଜଣଙ୍କୁ ଚାଲାଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଛକ ନିକଟରୁ ସୁବଳୟା ପୁଲିସ ୪...
ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ପରିସର ରୁ ଜବର ଦଖଲ ଉଚ୍ଛେଦ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରିୟ ଚିକିତ୍ସାଳୟ ପରିସର ରେ ଥିବା ଜବରଦଖଲ କୁ ଉଛେଦ କରିଛି...
ବାଇକ୍ ଡିକି ରୁ 40 ହଜାର ଟଙ୍କା ଲୁଟ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ସଦର ବିଡିସିସି ବ୍ଯାଙ୍କ ନିକଟରୁ ବାଇକ ଡିକିରୁ ୪୦ ହଜାର ଟଙ୍କା...
