Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Subarnapur Odisha

ଘୁଙ୍ଗିଜୋର ପୋଲ ଉପରେ 5 ଫୁଟ ର ବନ୍ୟା ପାଣି ଯୋଗୁଁ ବୀରମହାରାଜପୁର- ଅମର ପାଲି ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର : (ସୌମିତ୍ରି ମେହେର) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ରାସ୍ତା ଉପରେ...

ଦାବି ପୂରଣ ନ ହେଲେ ସମୂହ ଷ୍ଟିଅରିଂ ଛାଡ ଡାକରା ଦେଇଛି ଜିଲ୍ଲା ଡ୍ରାଇଭର ସଂଘ

ସୋନପୁର : (ସୌମିତ୍ରି ମେହେର) ଡ୍ରାଇଭର ମହାସଂଘ ର ନିଷ୍ପତ୍ତି କ୍ରମେ ସରକାର ଙ୍କୁ ଦେଇଥିବା ୮ ଗୋଟି ଦାବି...

ନିଖୋଜ ସ୍ଵାମୀ କୁ ପାଇବା ଆଶାରେ ସୁବର୍ଣ୍ଣପୁର ଏସ୍ ପି ଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ ଜ୍ଯୋତି ଭରା ସାଗର

ସୋନପୁର : (ସୌମିତ୍ରି ମେହେର) ଗତ ଏପ୍ରିଲ ମାସ ରେ ଖଡ଼ଗପୁର ଯାଉଛି କହି ଆଉ ଫେରି ନ ଥିଲେ...

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ଉଦଘାଟିତ

ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ଅର୍ଜୁନପୁର ସ୍ଥିତ ନଗରବନ୍ ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ...

ବାଇକ୍ ରଖି ଜଳଖିଆ ଖାଉଥିବା ବେଳେ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ

ସୋନପୁର : (ସୌମିତ୍ରି ମେହେର) ଜଣେ ବ୍ୟକ୍ତିଙ୍କର ତିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ସୋନପୁର...

ଖଜୁରିଆ ପାଲି ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ବନ ମହୋତ୍ସବ ପାଳିତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ବନ ସୁରକ୍ଷା ସମିତି...

ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ସୋନପୁର ରେ ଏକ ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସଦର ମହକୂମା ଠାରେ ଏକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା...

ଚରଦା ରେ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଆଇନ ସଚେତନତା...

ବୀରମହାରାଜପୁର ସରସ୍ଵତୀ ଶିଶୁ ମନ୍ଦିର ର ନୁତନ ପରିଚାଳନା କମିଟି ଗଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ପରିଚାଳନା କମିଟି ମଙ୍ଗଳବାର...

ନବ ବଧୁ ଙ୍କୁ ବୃକ୍ଷ ଉପହାର ଦେଇ ସମ୍ବର୍ଦ୍ଧନା

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତି ବନ୍ଧୁ ଡ.ହୃଷୀକେଶ ଦେହେରି , ଶମ୍ଭୁରାଜ କର୍ଣ୍ଣ...

ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଜଡା଼ମୁଣ୍ଡା ପୋଲ ; ଯିବା ଆସିବା ବାଧା ପ୍ରାପ୍ତ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜୟପୁର ଗାଁ ମୁଣ୍ଡରୁ ବୀରମହାରାଜପୁର ସଂଯୋଗ ହେଉଥିବା...

ଜଗନ୍ନାଥ ମନ୍ଦିର ପରିସରରେ ନବନିର୍ମିତ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ସାମୁହିକ ହନୁମାନ ଚାଳିଶା ପଠନ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ନବ...