Odisha Politics News
ରାଜସ୍ଥାନରେ ଛତିଶଗଡ଼ ଫର୍ମୁଲା ଆପଣେଇବ କଂଗ୍ରେସ ! ସଚିନ ପାଇଲଟଙ୍କୁ ମିଳିପାରେ ବଡ଼ ଦାୟିତ୍ଵ
ନୂଆଦିଲ୍ଲୀ: ରାଜସ୍ଥାନ ଏବଂ ଛତିଶଗଡ଼ରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଛତିଶଗଡ଼ରେ କଂଗ୍ରେସରେ ଦଳୀୟ...
ସମାନ ନାଗରିକ ସଂହିତା ଉପରେ କଂଗ୍ରେସର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ: ଜୟରାମ ରମେଶ
ନୂଆଦିଲ୍ଲୀ: ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ କଂଗ୍ରେସ ଶନିବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦଳ କହିଛି ଏହି ସ୍ତରରେ...
ସମାନ ନାଗରିକ ସଂହିତାକୁ କଂଗ୍ରେସ ବି କଲା ସମର୍ଥନ, କହିଲା- ଜୟ ଶ୍ରୀ ରାମ !
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ସମାନ ନାଗରିକ ସଂହିତା(ୟୁନିଫର୍ମ ସିଭିଲ୍ କୋଡ ବା ୟୁସିସି) ପ୍ରସଙ୍ଗ ଦେଶ ସମ୍ମୁଖରେ...
ପିଏମ ଡିଗ୍ରୀ ମାମଲା: କେଜରିଓ୍ଵାଲଙ୍କ ପୁନର୍ବିଚାର ଯାଚିକା ଉପରେ ଜୁଲାଇ ୨୧ରେ ଶୁଣାଣି କରିବେ ହାଇକୋର୍ଟ
ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀ ସମ୍ବନ୍ଧିତ ମାମଲାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଦ୍ଵାରା ଦାୟର...
UCC ଉପରେ କ’ଣ ରହିବ କଂଗ୍ରେସର ଆଭିମୁଖ୍ୟ ? ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ବୈଠକ
ନୂଆଦିଲ୍ଲୀ: ଦେଶରେ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ବିତର୍କ ଜାରି ରହିଛି। ୟୁସିସିକୁ ଆମ୍ ଆଦମୀ ପାର୍ଟି(ଆପ୍) ଏବଂ ଶିବସେନା...
ଦିଗବିଜୟ ସିଂ ସହ ଗୋଟିଏ ମଞ୍ଚରେ ନଜର ଆସିଲେ ଗଡ଼କରୀ, ଏହି କଥାକୁ ନେଇ କଂଗ୍ରେସ ନେତାଙ୍କ କଲେ ଖୁବ୍ ପ୍ରଶଂସା
ପୁଣେ: ମହାରାଷ୍ଟ୍ରର ପୁଣେରେ ଏକ ପୁସ୍ତକ ଉନ୍ମୋଚନ କାର୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ କଂଗ୍ରେସର ବରିଷ୍ଠ ନେତା...
‘ମୋଦୀ ହିଁ ଜିତି କି ଆସିବେ’… ୨୦୨୪କୁ ନେଇ ନୀତୀନ ଗଡ଼କରୀଙ୍କ ଭବିଷ୍ୟତବାଣୀ
ନୂଆଦିଲ୍ଲୀ: ରାଜନୀତିରେ ନିଜର ସ୍ପଷ୍ଟବାଦୀ ପାଇଁ ଚର୍ଚ୍ଚିତ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଭବିଷ୍ୟତବାଣୀ...
ଇସ୍ତଫା ଦେଇ ପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ, ରାଜ୍ୟପାଳଙ୍କୁ ଭେଟିବାକୁ ମାଗିଲେ ସମୟ
ନୂଆଦିଲ୍ଲୀ: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଆଜି ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି। ମେ ୩ରୁ ଜାତିଆଣ...
ବିରୋଧୀ ଏକତାକୁ ଦ୍ଵିତୀୟ ଝଟକା ଦେଲା ଆପ୍, ହରିୟାଣା ପାଇଁ ନୂତନ ଟିମ୍ ଘୋଷଣା
ନୂଆଦିଲ୍ଲୀ: ଦିଲ୍ଲୀକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ମତଭେଦ ରହିଛି।...
ବଢିବ ପ୍ରିୟଙ୍କା ଗାନ୍ଧୀଙ୍କ ପତିଆରା ! ୨୦୨୪ ନିର୍ବାଚନରେ ହୋଇ ପାରନ୍ତି କଂଗ୍ରେସର ନିର୍ବାଚନ ପ୍ରଭାରୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ କିଛି ମାସର ସମୟ ରହିଛି। ଏହା ପୂର୍ବରୁ କଂଗ୍ରେସ ନିଜର ସଂଗଠନ ମଜବୁତ କରିବା...
ରାହୁଲ ଗାନ୍ଧୀଙ୍କ ବିରୋଧରେ ଟୁଇଟ୍ ପଡ଼ିଲା ମହଙ୍ଗା, BJP IT ସେଲ୍ ମୁଖ୍ୟ ଅମିତ୍ ମାଲଭିୟଙ୍କ ବିରୋଧରେ FIR
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବିରୋଧରେ ଟୁଇଟ୍ କରିବା ବିଜେପି ଆଇଟି ସେଲ୍ ପ୍ରମୁଖ ଅମିତ୍ ମାଲଭୀୟଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ...
ଜାରି ରହିଛି ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’, ଏବେ ସାଜିଲେ ବାଇକ୍ ମେକାନିକ
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା ଜାରି ରହିଛି। କେତେ ବେଳେ ତାଙ୍କୁ ଟ୍ରକରେ ବସି...
