ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ଭାରତ ଆସୁଛନ୍ତି ଡେଭିଡ୍ ବେକହାମ, ଓ୍ଵାଙ୍ଖେଡ଼େରେ ବସି ଦେଖିବେ ଭାରତ-ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ ମୁକାବିଲା
ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୫ ତାରିଖରେ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି ଫାଇନାଲ୍ ଖେଳାଯିବ।...
୫୦ ଘଣ୍ଟା ଓ ୪୦ ଜୀବନ, ବାସ୍ ଗୋଟିଏ ପାଇପ୍ ପାଲଟିଛି ଜୀବନ; ରେସ୍କ୍ୟୁ ପାଇଁ ଲାଗିବ ଆହୁରି ସମୟ
ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ୪୦ ଜୀବନକୁ ବଞ୍ଚାଇବାର ଲଢେଇ ୫୦ ଘଣ୍ଟା ଧରି ଜାରି ରହିଛି। ହେଲେ ଏ ପର୍ଯ୍ୟନ୍ତ...
୫ ଘଣ୍ଟାର ଅପରେସନ ପରେ ବୋରଓ୍ଵେଲରୁ ବୃଦ୍ଧା ଉଦ୍ଧାର, ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲେ
ସୋନପୁର: ପ୍ରାୟ ୫ ଘଣ୍ଟାର ଅପରେସନ ପରେ ବୋରଓ୍ଵେଲ ଗାତରେ ଖସିପଡ଼ିଥିବା ବୃଦ୍ଧା ଉଦ୍ଧାର ହୋଇଛନ୍ତି। ଅଗ୍ନିଶମ ଟିମଙ୍କ ବହୁ...
ବିଜେଡିକୁ ଘେରିବାକୁ ସଜବାଜ; ଆଜିଠୁ ବ୍ଲକ ଆଗରେ ବିଜେପିର ବିକ୍ଷୋଭ, ଡିସେମ୍ବର ୧ରେ କଂଗ୍ରେସ ତୁଳସୀ ଯାତ୍ରା
ଭୁବନେଶ୍ଵର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ଏହା ପୂର୍ବରୁ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା...
ସରିଲା ବିଶ୍ଵକପ୍ ୨୦୨୩ର ଲିଗ୍ ପର୍ଯ୍ୟାୟ, ବିରାଟ ଟପ୍ ସ୍କୋରର, ଜାଣନ୍ତୁ ବୋଲିଂ କିଙ୍ଗ୍ କିଏ
ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ଲିଗ୍ ପର୍ଯ୍ୟାୟ ସମାପ୍ତ ହୋଇ ସାରିଛି। ଟୁର୍ଣ୍ଣାମେଣ୍ଟରେ କେବଳ ୩ଟି ମ୍ୟାଚ୍ ବାକି...
ବିଜେଡି ଓ ଏହାର ନେତା ମୋତେ ହାଇଲାଇଟ୍ କରୁଛନ୍ତି ଓ ମୋର ପ୍ରଚାର କରୁଛନ୍ତି: ପ୍ରଦୀପ ପାଣିଗ୍ରାହୀ
ଭୁବନେଶ୍ଵର: ବିଜେଡି ଓ ଏହାର ନେତାମାନେ ମୋତେ ହାଇଲାଇଟ୍ କରୁଛନ୍ତି। ସେମାନେ ମୋର ବେଶ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି...
ଦ୍ଵିତୀୟ ଦିନରେ ରେସ୍କ୍ୟୁ ଅପରେସନ ଜାରି, ଫସି ରହିଛନ୍ତି ୪୦ କର୍ମଚାରୀ, ପାଇପ ଯୋଗେ ଦିଆଯାଉଛି ଖାଦ୍ୟ-ପାଣି
ଡେରାଡୁନ: ଉତ୍ତରକାଶୀରେ ଦୀପାବଳି ଦିନ ଯମୁନେତ୍ରୀ ଜାତୀୟ ରାଜମାର୍ଗରେ ନିର୍ମାଣଧୀନ ସୁଡ଼ଙ୍ଗ ଧସି ଯିବାରୁ ସେଠାରେ ଫସିଥିବା କର୍ମଚାରୀ- ଶ୍ରମିକଙ୍କ...
ଶ୍ରୀମନ୍ଦିରର ୪ ଦ୍ଵାର ଓ ରତ୍ନଭଣ୍ଡାର ଖୋଲିବା ଦାବି, ଡିସେମ୍ବର ୧ରୁ କଂଗ୍ରେସର ତୁଳସୀ ଯାତ୍ରା
ଭୁବନେଶ୍ଵର: ଶ୍ରୀମନ୍ଦିରର ୪ ଦ୍ଵାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ଡିସେମ୍ବର ୧ ତାରିଖରୁ କଂଗ୍ରେସର ରାଜ୍ୟବ୍ୟାପୀ ତୁଳସୀ ଯାତ୍ରା...
ଦୀପାବଳି ଦିନ ମଦୁଆ ହୁସିଆର, ସାଦା ପୋଷାକରେ ବୁଲିବ ପୋଲିସ
ଭୁବନେଶ୍ଵର: ଦୀପାବଳି ଦିନ ମଦୁଆ ହୁସିଆର। ସାଦା ପୋଷାକରେ ବୁଲିବେ ପୋଲିସ। ଏହାର ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ପ୍ରତୀକ...
IND vs NED: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ
ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଆଜି ବିଶ୍ଵକପ୍ ୨୦୨୩ର ଶେଷ ଲିଗ୍ ମ୍ୟାଚ୍ ଭାରତ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ...
ଦୀପାବଳିରେ ଉତ୍ତରାଖଣ୍ଡରେ ବଡ଼ ଅଘଟଣ, ସୁଡ଼ଙ୍ଗ ଧସିବାରୁ ଫସିଛନ୍ତି ୩୦ ଶ୍ରମିକ, ରେସକ୍ୟୁ ଜାରି
ଡେରାଡୁନ: ଦୀପାବଳି ଦିନରେ ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀରେ ନିର୍ମାଣଧୀନ ସୁଡ଼ଙ୍ଗ ଭୁଶୁଡ଼ିବାରୁ ଭିତରେ ୩୦ରୁ ୩୫ ଶ୍ରମିକ...
ନେଦରଲ୍ୟାଣ୍ଡ୍ସ ମୁକାବିଲାରେ ଡେବ୍ୟୁ କରି ପାରନ୍ତି ପ୍ରସିଦ୍ଧ କୃଷ୍ଣ, ଏମିତି ରହିପାରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ
ବେଙ୍ଗାଲୁରୁ: ବିଶ୍ଵକପ୍ ୨୦୨୩ରେ ଆଜି ଲିଗ୍ ପର୍ଯ୍ୟାୟର ୪୫ତମ ଅର୍ଥାତ ଶେଷ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲାରେ ମୁହାଁମୁହିଁ ହେବେ...
