ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ମାହେଶ୍ଵରୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ଠାରେ ମାହେଶ୍ୱରୀ ସେନା ପକ୍ଷରୁ ଆଜି...
ବୀରମହାରାଜପୁର କଲେଜ ପରିଚାଳନା କମିଟିର ଜରୁରୀ ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ପରିଚାଳନା କମିଟୀର ଏକ ଜରୁରିକାଳିନ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି ।...
ଚିତ୍ରୋତ୍ପଳା ମହିଳା ମହାସଂଘ ସାତ ଦିନରେ ତିଆରିଲେ ଦଶ ହଜାର ଜାତୀୟ ପତାକା
ବୀରମହାରାଜପୁର : ଆସନ୍ତା ୧୫ ତାରିଖରେ ଭାରତ ରେ ପାଳନ ହେବ ୭୭ତମ ସ୍ବାଧିନତା ଦିବସ । ସମସ୍ତ ସରକାରୀ...
ପିପଲ କଟା ଜଙ୍ଗଲରେ ବେଆଇନ ରନ୍ଧା ଯାଉଥିବା ଦେଶୀ ମଦ ଠାବ କରି ପଚିଶ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପିପଲକଟା ଜଙ୍ଗଲରେ ବେଆଇନ ଭାବେ ଦେଶୀ ମଦ ରାନ୍ଧୁ ଥିବା...
ଶୌଚପାଇଁ ଯାଇଥିବା ନାବାଳକ ଜୋର ପାଣିର ପ୍ରଖର ସ୍ରୋତରୁ ଉଦ୍ଧାର ; ସଂଜ୍ଞାହୀନ ଥାଇ ଡାକ୍ତରଖାନା ରେ ଭର୍ତ୍ତି
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଠାରେ ଶନିବାର ଅପରାହ୍ନ ସମୟରେ ସୌଚପାଇଁ ଯାଇଥିବା ଜଣେ ନାବାଳକ ସୁରୁବାଲି ଯୋଗ...
ବେଆଇନ ରନ୍ଧା ଦେଶୀ ମଦ କାରବାର କରିବା ଅଭିଯୋଗ ରେ ଦୁଇ ଗିରଫ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଲୟା ଥାନା ତରଫରୁ ବେଆଇନ ମଦ କାରବାର ଅଭିଯୋଗରେ ଶନିବାର ପୋଲିସ ବିଭିନ୍ନ ସ୍ଥାନରୁ...
ସୁବଳୟା ପ୍ରସିଦ୍ଧ ଝୁଲଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ହେବାକୁ ଥିବା ପ୍ରସିଦ୍ଧ ଝୁଲଣ ଯାତ୍ରା ପାଇଁ...
ଦୁର୍ନୀତି ଗ୍ରସ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ବହିଷ୍କାର କରିବା ନେଇ ରେଞ୍ଜ ଅଧିକାରୀ ଙ୍କୁ ଦାବି ଜଣାଇଲେ ଘିଚାପାଲି ଗ୍ରାମବାସୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ହାତିଲିମୁଣ୍ଡା ବିଟ୍ ର ଘିଚାପାଲି ଗ୍ରାମବାସୀ ଜଣେ ବନ କର୍ମଚାରୀଙ୍କୁ...
ଉଲୁଣ୍ଡା ଥାନାଧିକାରୀ ଭାବେ ଯୋଗଦେଲେ ପଞ୍ଚାନନ ନାଏକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନାରେ ନୂତନ ଥାନାଧିକାରୀ ଭାବରେ ପଞ୍ଚାନନ ନାଏକ ଯୋଗଦାନ କରିଛନ୍ତି । ଏହା...
କୁମାରକେଲୀ ୟୁ ପି ସ୍କୁଲ ରେ ଜୁନିଅର ରେଡକ୍ରସ ୟୁନିଟ ଗଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦୨୩-୨୪...
ଗଣ୍ଡା ବାହାଲ ଉ ପ୍ରା ବିଦ୍ୟାଳୟ ରେ ପେରେଣ୍ଟସ୍ – ଟିଚର୍ସ ର ଏକ ମିଟିଙ୍ଗ ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ର ସରକାରୀ ଉ :ପ୍ରା ବିଦ୍ୟାଳୟ ଗଣ୍ଡାବାହାଲ ଠାରେ...
ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ସ୍ଵାମୀ ସ୍ତ୍ରୀ ଙ୍କ ଚାଲିଗଲା ଜୀବନ ; ମୃତକଙ୍କ ପରିବାରକୁ ପ୍ରଶାସନ ତରଫରୁ ସହାୟତା ଘୋଷଣା
ବୀରମହାରାଜପୁର : ବିଦ୍ୟୁତ ବିଭାଗର ଅବହେଳା ପାଇଁ ଉଜୁଡି ଗଲା ଗୋଟିଏ ପରିବାର । ୧୧ କେଭି କ୍ଷମତା ସମ୍ପନ୍ନ...
