ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ
କଟକ: ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ...
ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୭ ମୃତ, ୬୦ ଘର ନଷ୍ଟ
ହରଦା: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ମଗରଧା ରୋଡରେ ସ୍ଥିତ ଏକ ବେଆଇନ ବାଣ ଫ୍ୟାକ୍ଟ୍ରିରେ ମଙ୍ଗଳବାର ସକାଳେ ଭୟଙ୍କର ବିସ୍ଫୋରଣ...

ଉତରାଖଣ୍ଡ ବିଧାନସଭାରେ ୟୁସିସି ବିଲ୍ ଉପସ୍ଥାପନ କଲେ ପୁଷ୍କର ସିଂ ଧାମି, ଲିଭ୍ ଇନରେ ରହୁଥିବା ଲୋକଙ୍କ ପାଇଁ ରହିଛି ଏମିତି ନିୟମ
ନୂଆଦିଲ୍ଲୀ: ପୁଷ୍କର ସିଂ ଧାମି ସରକାର ଏକକ ନାଗରିକ ସଂହିତା ଅର୍ଥାତ ୟୁୁନିଫର୍ମ ସିଭିଲ କୋଡ(ୟୁସିସି) ବିଲ୍ ଆଜି ବିଧାନସଭାରେ...

କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପରେ ଏବେ ମହତାବଙ୍କୁ ଅସମ୍ମାନ, ବିକୃତ କରି ଲେଖାଗଲା ମହାପୁରୁଷଙ୍କ ନାଁ
ଭୁବନେଶ୍ୱର: ବହୁ ଯାକଜମକରେ ସଂପନ୍ନ ହୋଇଛି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଏହି କାର୍ଯ୍ୟକ୍ରମରେ ପାଣି ଭଳି...

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୮ ହଜାର ପଦବୀ, ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ଖାଲି
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ପଦରେ ହଜାର ହଜାର ପଦ ଖାଲି ପଡିଛି । ଏହି ସୂଚନା ଦେଇଛନ୍ତି ଖୋଦ୍...

ମାଘ ମାସରେ ଗରମ, ବଢିଲା ରାତିର ତାପମାତ୍ରା; ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ବୃଦ୍ଧି
ଭୁବନେଶ୍ୱର: ମାଘ ମାସରେ ଶୀତ ବଦଳରେ ଗରମ ଅନୁଭୁତ । ରାଜ୍ୟରେ ଗାଏବ ହେଲାଣି ଶୀତ । ଉପକୂଳ ସହ...

ଇଂଲଣ୍ଡ ସହ ହିସାବ ବରାବର କଲା ଭାରତ, ୧୦୬ ରନରେ ଜିତିଲା ୨ୟ ଟେଷ୍ଟ; ହିରୋ ସାଜିଲେ ଯଶସ୍ୱୀ ଓ ବୁମରା
ବିଶାଖାପଟନମ: ଏଠାରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦୬ ରନରେ ହରାଇଛି । ବିଜୟ ସହ...

ଆମ୍ବେଦକରଙ୍କୁ ମଧ୍ୟ ଧର୍ମ ବଦଳାଇବାକୁ ପଡିଥିଲା, ଆସ୍ଥା ଭୋଟରେ ଆଦିବାସୀ କାର୍ଡ ଖେଳିଲେ ହେମନ୍ତ ସୋରେନ
ରାଂଚି: ଜମି ଦୁର୍ନୀତିରେ ଗିରଫ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର ଚମ୍ପାଇ ସୋରେନ ସରକାରଙ୍କ ବହୁମତ ପରୀକ୍ଷଣରେ...

ବଜେଟ୍ ଅଧିବେଶନରେ ଦୀର୍ଘ ଭାଷଣ ଦେଲେ ରାଜ୍ୟପାଳ ରଘୁବର ଦାସ, ପଢିଲେ ୫୬ ପୃଷ୍ଠାର ଭାଷଣ
ଭୁବନେଶ୍ୱର: ବଜେଟ୍ ଅଧିବେଶନରେ ଦୀର୍ଘ ଭାଷଣ ଦେଲେ ରାଜ୍ୟପାଳ ରଘୁବର ଦାସ । ମୋଟ୍ ୧ ଘଂଟା ୫୮ ମିନିଟ୍...

ରାଜ୍ୟସଭା ଯିବା ପାଇଁ କୋର୍ଟରୁ ଅନୁମତି ଆଣିଥିଲେ ସଞ୍ଜୟ ସିଂ, ଶପଥ ନେବାକୁ ରୋକିଲେ ଧନଖଡ
ପୁରୀ: ଆମ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂ ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇ ପାରିବେ ନାହିଁ...

ଶ୍ରୀମନ୍ଦିରରେ ଘୋର ଅବ୍ୟବସ୍ଥା, ବିନା ପହୁଡରେ ଆଜି ମହାପ୍ରଭୁଙ୍କ ଆରମ୍ଭ ହେଲା ନୀତିକାନ୍ତି
ପୁରୀ: ପୁଣି ଶ୍ରୀମନ୍ଦିରରେ ନୀତିକାନ୍ତିରେ ଘୋର ଅବ୍ୟବସ୍ଥା । ସିଂହାରି-ସୁପକାର ସେବକଙ୍କ ବିବାଦ କାରଣରୁ ଗତକାଲି ମହାପ୍ରଭୁଙ୍କ ପହୁଡ ପଡି...

ବଜେଟରେ ଓଡିଶା ସରକାରଙ୍କ ଗୁଣଗାନ କଲେ ରାଜ୍ୟପାଳ, ବଖାଣିଲେ ଯୋଜନାର ଉପଲବ୍ଧି
ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଷୋଡଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ସୋମବାର ଆରମ୍ଭ ହୋଇଥିବା...