Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ବିଜେଡିକୁ ଝଟକା, ଦଳ ଛାଡିଲେ ସାଂସଦ ଭର୍ତ୍ତୃହରି ମହତାବ; ବିଜେପି ଟିକେଟରେ ଲଢି ପାରନ୍ତି ନିର୍ବାଚନ

ଭୁବନେଶ୍ୱର: ଆଜି ରାଜ୍ୟ ରାଜନୀତିରେ ଦୁଇଟି ବଡ ଘଟଣା ଘଟିଛି । ଗୋଟିଏ ପଟେ ବିଜେପି ଏକା ନିର୍ବାଚନ ଲଢିବ...

ସବୁ ଚର୍ଚ୍ଚାର ଅନ୍ତ ଘଟିଲା, ବିଜେଡି ସହ ହେବନି ମେଂଟ; ଓଡିଶାରେ ଏକା ଲଢିବ ବିଜେପି

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନା, କସରତ ଓ ଚର୍ଚ୍ଚାର ଅନ୍ତ ଘଟିଲା । ଓଡିଶାରେ ହେବ ନାହିଁ ବିଜେପି ଓ...

ଆକାଶ ସଫା ହୋଇ ଆସିଲାଣ, ସବୁ ସ୍ପଷ୍ଟ ହୋଇଯିବ; ମେଂଟ ଚର୍ଚ୍ଚାକୁ ନେଇ କହିଲେ ମନମୋହନ ସାମଲ

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ରାଜ୍ୟରେ ବିଜେଡି ଓ ବିଜେପି ନିଜର ନିର୍ବାଚନୀ ପ୍ରସ୍ତୁତ ଆରମ୍ଭ କରି...

ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ନେଇ କାହିଁକି ଟ୍ରେଣ୍ଡ ହେଉଛନ୍ତି ସତ୍ୟପାଲ ମଲିକ, କଣ ରହିଛି ଏହା ପଛର ରହସ୍ୟ ?

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ପରେ ଅନେକ ନେତାଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । କଂଗ୍ରେସ ପକ୍ଷରୁ...

ମୁଖ୍ୟମନ୍ତ୍ରୀ କେଜରିୱାଲ ଇସ୍ତଫା ଦେବେ ନା ଜେଲରୁ ସରକାର ଚଳାଇବେ ? କ’ଣ କହୁଛି ଆଇନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ସାରିଛନ୍ତି । ଗୁରୁବାର ଦୁଇ ଘଂଟା...

ଦାମୋଦରଙ୍କ ଦେହାନ୍ତ ଓଡିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳି ଯାଇଛି । ବିଭିନ୍ନ...

ନିରବି ଗଲେ ବିଜେଡିର ତୁଣ୍ଡ, ରାଜନୀତିରେ ଗୋଟିଏ ଯୁଗର ଅନ୍ତ

ଭୁବନେଶ୍ୱର: ରାଜନୀତିରେ ଗୋଟିଏ ଯୁଗର ଅନ୍ତ ଘଟିଛି । ଆରପାରିରେ ବର୍ଷୀୟାନ ବିଜେଡି ନେତା ଦାମୋଦର ରାଉତ । ଚିକିତ୍ସାଧୀନ...

ହ୍ୱାଟ୍ସଆପରେ‘ବିକଶିତ ଭାରତ’ ମେସେଜ ଲୋକଙ୍କ ନିକଟକୁ ପଠାଇବା ତୁରନ୍ତ ବନ୍ଦ କରାଯାଉ, ମନ୍ତ୍ରଣାଳୟକୁ ଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ‘ବିକଶିତ ଭାରତ ସଂପର୍କ’ର ବ୍ୟାନରରେ କେନ୍ଦ୍ର ସରକାରଙ୍କ ଉପଲବ୍ଧିକୁ ବଖାଣୁଥିବା ହ୍ୱାଟ୍ସଆପ ମେସେଜ ଉପରେ ନିର୍ବାଚନ ଆୟୋଗ ରୋକ୍...

ଭିସୁଟ କୁଳପତିଙ୍କ ନୋଟିସ୍‌, ବସନ୍ତ ଉତ୍ସବରେ ଛାତ୍ରଛାତ୍ରୀ ପିନ୍ଧି ପାରିବେନି ଆଧୁନିକ ଓ ଛୋଟ ପୋଷାକ

ସମ୍ବଲପୁର: ଆଗକୁ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି(ଭିସୁଟ)ର ବସନ୍ତ ଉତ୍ସବ । ଏହାକୁ ନେଇ କୁଳପତିଙ୍କ କଡା...

ଏବି ଡିଭିଲିୟର୍ସ ଓ ବ୍ରେଟ ଲିଙ୍କ ଭବିଷ୍ୟତବାଣୀ, ଏଥର ଏହି ଟିମ୍ ଜିିତିବ ଆଇପିଏଲ୍ ୨୦୨୪ର ଟ୍ରଫି

ନୂଆଦିଲ୍ଲୀ: ଆଉ କେଇ ଘଂଟା ପରେ ଆରମ୍ଭ ହୋଇଯିବା ବିଶ୍ୱର ସବୁଠୁ ବଡ ଟି-୨୦ ଲିଗ୍ ଆଇପିଏଲ୍ ୨୦୨୪ ।...

ନିର୍ବାଚନ ଉପରେ ପ୍ରଭାବ ପଡିବ, ନିର୍ବାଚନ କମିଶନଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇ ପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିକଟରେ ଦାୟିତ୍ୱ ସମ୍ଭାଳିଥିବା ଦୁଇ ନୂତନ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଉପରେ ରୋକ ଲଗାଇବାକୁ ମନା କରି...

କ୍ୟାପିଟାଲ୍ ହସ୍ପିଟାଲ୍ ପାଇଁ ବାପା ଦାମ ରାଉତଙ୍କ ଏଭଳି ଅବସ୍ଥା: ସମ୍ବିତ ରାଉତରାୟ

ଭୁୁବନେଶ୍ୱର: ଦାମଙ୍କ ଅବସ୍ଥା ସଙ୍କଟାପନ୍ନ ନେଇ ପୁଅ ସମ୍ବିତ ରାଉତରାୟଙ୍କ ଗୁରୁତର ଅଭିଯୋଗ । କ୍ୟାପିଟାଲ୍ ହସ୍ପିଟାଲ ପାଇଁ ଏଭଳି...