Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

କଂଗ୍ରେସରୁ ସସପେଣ୍ଡ ହେଲେ ସୁରଙ୍କ ପୁଅ ମନ୍ମଥ ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲେ ଜଟଣୀର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ।...

ଏସିଆ କପ୍ ୨୦୨୩ରେ ସର୍ବାଧିକ ରନ ଓ ଓ୍ଵିକେଟ୍ ନେଇଥିବା ଟପ୍-୫ ଖେଳାଳି

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ର ସୁପର-୪ ମୁକାବିଲା ଆରମ୍ଭ ହୋଇ ଯାଇଛି। ସୁପର-୪ର ପ୍ରଥମ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ହରାଇ...

ମୌସୁମୀ ସକ୍ରିୟ, ୧୮ ଜିଲ୍ଲାରେ ହେବ ପ୍ରବଳ ବର୍ଷା ! ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଅତି ପ୍ରବଳ ବର୍ଷା ପାଁ...

ଉଦୟନିଧିଙ୍କ ପରେ ସନାତନକୁ HIV ସହ ତୁଳନା କଲେ ଏ.ରାଜା, କହିଲେ- ଏହି ଧର୍ମ ଏକ ସାମାଜିକ ରୋଗ

ଚେନ୍ନାଇ: ସନାତନ ଧର୍ମକୁ ନେଇ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧିଙ୍କ ବୟାନ ଉପରେ ବିବାଦ ଥମିବାର ନାଁ...

ମହାକାଶରୁ ସେଲଫି ପଠାଇଲା Aditya L1, ଏକ ସଙ୍ଗେ ନଜର ଆସିଲା ଚନ୍ଦ୍ର

ନୂଆଦିଲ୍ଲୀ: ସୂର୍ଯ୍ୟ ମିଶନରେ ଆଗକୁ ବଢୁଥିବା ଆଦିତ୍ୟ-ଏଲ୧ ମହାକାଶରୁ ସେଲଫି ପଠାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଗୁରୁବାର ଏହାର...

ଇଣ୍ଡିଆ ବନାମ ଭାରତ ଲଢେଇକୁ ଡେଇଁଲା ମିଳିତ ଜାତିସଂଘ, କହିଲା- ପ୍ରସ୍ତାବ ଆସିଲେ ଜବାବ ଦେବୁ

ନୂଆଦିଲ୍ଲୀ: ଦେଶର ନାମ ଇଣ୍ଡିଆରୁ ଭାରତ କରାଯିବାର ଚର୍ଚ୍ଚା ମଧ୍ୟରେ ଏବେ ମିଳିତ ଜାତିସଂଘ(ୟୁଏନ) ମଧ୍ୟ ନିଜର ପକ୍ଷ ରଖିଛି।...

ଗତ ୨୪ ଘଣ୍ଟାରେ ୯ଟି ସ୍ଥାନରେ ପ୍ରବଳ ବର୍ଷା, ସେମିଳିଗୁଡ଼ାରେ ସର୍ବାଧିକ

ଭୁବନେଶ୍ୱର: ମୌସୁମୀ ପ୍ରବାହ ସକ୍ରିୟ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ କୋରାପୁଟର...

ଜମି ପଞ୍ଜିକରଣ ନାଁରେ ଲାଞ୍ଚ ମାଗି ଗିରଫ ହେଲେଣି ୩ ମୁଖ୍ୟ କିରାଣୀ

ଭୁବନେଶ୍ଵର: ଜମି ଏବଂ ପ୍ଲଟ୍-ଫ୍ଲାଟ୍ ପଞ୍ଜିକରଣ କରାଇବା ସମୟରେ ସାବଧାନ। ନଚେତ୍ ଆପଣ ହଇରାଣରେ ପଡ଼ି ପାରନ୍ତି। କାରଣ ଲାଞ୍ଚ...

ଆଜିଠୁ ଏସିଆ କପର ସୁପର-୪ ମୁକାବିଲା, ମୁହାଁମୁହିଁ ହେବେ ପାକିସ୍ତାନ-ବାଂଲାଦେଶ

ନୂଆଦିଲ୍ଲୀ: ଏସିଆ କପରେ ଆଜିଠୁ ସୁପର-୪ ମୁକାବିଲା ଆରମ୍ଭ ହେବ। ସୁପର-୪ରେ ପହଞ୍ଚିବା ୪ ଦଳ ହେଉଛନ୍ତି ଭାରତ, ପାକିସ୍ତାନ,...

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଦିଗରେ ଆଉ ଏକ ପଦକ୍ଷେପ, କୋବିନ୍ଦଙ୍କ ବାସଭବନରେ ଆଜି ପ୍ରଥମ ବୈଠକ

ନୂଆଦିଲ୍ଲୀ: ଭାରତରେ ଏକକ ନିର୍ବାଚନ କରାଇବା ଦିଗରେ ଆଗକୁ ବଢିବାରେ ଲାଗିଛି କେନ୍ଦ୍ର ସରକାର। ନିକଟରେ ଏହାକୁ ନେଇ ପୂର୍ବତନ...

କଟକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଫାଙ୍କା ଗୁଳି କରି ଲୁନି ନେଲେ ଟଙ୍କା-ସୁନା ଅଳଙ୍କାର

କଟକ: କଟକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଫାଙ୍କା ଗୁଳି ଫୁଟାଇ ବନ୍ଧୁକ ମୁନରେ ଲୁଟି ନେଲେ ସୁନା ଅଳଙ୍କାର ସହ ଟଙ୍କା।...

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ୮  ତାରିଖ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ  ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ୮  ତାରିଖ ଯାଏ ପ୍ରବଳ...