ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ପାଠ ପଢ଼ାରେ ଆର୍ଥିକ ପ୍ରତିବନ୍ଧକ ସାଜିଛି ଦୃଷ୍ଟିହିନ ଟେଲିପାଲି ର ଯୁବକ କୁଶ ଭଏନା
ବୀରମହାରାଜପୁର : ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ କେବେ ବିଫଳ ଯାଏ ନାହିଁ । ଅନ୍ଧ ହୋଇ ମଧ୍ୟ ପ୍ରତିକୃଳ...
ସୁବଳୟା ସ୍ବାସ୍ଥ୍ୟକେନ୍ଦ୍ରରେ ଜନ ଆରୋଗ୍ୟ ସମିତିର ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ଜନ ଆରୋଗ୍ୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ଜନ...
ବିଲ ପୈଠ କରି ସୁଦ୍ଧା ବହୁ ଉପଭୋକ୍ତା ଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି ଟାଟା ପାୱାର୍
ବୀରମହାରାଜପୁର : ବିଦ୍ୟୁତ ବିଲ ପୈଠ କରିଥିବା ସତ୍ତ୍ବେ ୫୩ ଉପଭୋକ୍ତା ଙ୍କ ବିଦ୍ୟୁତ ବିଚ୍ଛିନ୍ନ କଲା ବିଦ୍ୟୁତ ବିଭାଗ...
ରାସ୍ତା ଉପରେ ଅଚଳ ନଳକୂପ ଯାତାୟତ ବାଧାପ୍ରାପ୍ତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଡୁଙ୍ଗୁରି ଛକ ରୁ ପ୍ରସିଦ୍ଧ ଶୈବପିଠ ଗୋଧନେଶ୍ବର ରାସ୍ତାର ଛକ ଉପରେ...
ମାହେଶ୍ଵରୀ ମହୋତ୍ସବ- 2023 ପାଇଁ ପ୍ରସ୍ତୁତି ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କାନପୁର ସ୍ଥିତ ମାହେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ମହେଶ୍ବରୀ ମହୋତ୍ସବ-୨୦୨୩ ର ପ୍ରସ୍ତୁତି...
ଚନ୍ଦ୍ରଯାନ -3 ର ସଫଳତାରେ ବାଣ ଫୁଟାଇ ଖୁସି ମନେଇଲେ ବୀରମହାରାଜପୁର ଅଞ୍ଚଳ ବାସୀ
ବୀରମହାରାଜପୁର : ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ସମଗ୍ର ବୀରମହାରାଜପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବୁଧବାର ସନ୍ଧ୍ୟାରେ...
ଅଜଣା ଲୋକଙ୍କ ବାଇକ ଧକ୍କାରେ ଜଣକୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଧିନସ୍ଥ ଖଣ୍ଡହତା ଗ୍ରାମରେ ରାସ୍ତା କଡରେ ଛିଡା ହୋଇଥିବା ଜଣେ ବ୍ୟକ୍ତି...
ଉଲୁଣ୍ଡା ନୂତନ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ମହକୁମା କଲେଜ ପଡିଆ ନିକଟରେ ନିର୍ମିତ ନୂତନ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ...
ତୈଲିକ୍ ବୈଷ୍ୟ ସାମାଜ ର ବୈଠକ ବାଗବର ଚନ୍ଦ୍ରମଣି ମଠ ରେ ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବାର ସ୍ଥିତ ଚନ୍ଦ୍ରମଣି ମଠରେ ତୈଳିକ ବୈଶ୍ୟ ସମାଜର ଏକ...
ସୁବଳୟାରେ ଯୁବ ରେଡକ୍ରସ ପ୍ରବେଶ ଉତ୍ସବ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଲୟା ସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲରେ ଯୁବ ରେଡକ୍ରସ ର...
କେନଝରିଆ ପାଲି ପଞ୍ଚାୟତ ମହାସଂଘର ସାଧାରଣ ପରିଷଦ ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ସ୍ତରୀୟ ମହାସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ...
ମିଶନଶକ୍ତି ସ୍କୁଟର୍ ଯୋଜନାରେ ରୁଣ ପ୍ରଦାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ବ୍ୟାଙ୍କ ଭାବେ ବଲାଙ୍ଗିର ଜିଲ୍ଳା କେନ୍ଦ୍ର ସମବାୟ ବ୍ୟାଙ୍କ ସରକାରଙ୍କ ମିଶନ ଶକ୍ତି...
