ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ବୀରମହାରାଜପୁର କଲେଜ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜରେ ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା...
ଉପଖଣ୍ଡ ସ୍ତରୀୟ କୃଷି ଜନ୍ତ୍ରପାତି ମେଳା ଉଦଘାଟିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ବୀରମହାରାଜପୁର ବିଜୁ ପଟ୍ଟନାୟକ...
ଆନ୍ତର୍ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ସୁଧିର ଙ୍କ ବାଜିମାତ ; ହାସଲ କଲେ ଦୁଇଟି ସ୍ଵର୍ଣ୍ଣ ଏବଂ ଗୋଟିଏ ରୋପ୍ୟ ପଦକ
ବୀରମହାରାଜପୁର : (ସୌମିତ୍ରି ମେହେର) କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏନେଇ ଭାରତର ଗୋଆଠାରେ ଅନୁଷ୍ଠିତ ହୋଇଥିଲା...
ଗାୟତ୍ରୀ ଆବସିକ ଶିକ୍ଷା ନିକେତନ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ବୀରମହାରାଜପୁର : (ସୌମିତ୍ରି ମେହେର) ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଆନୁକୂଲ୍ୟରେ...
ଦୁର୍ଜନତୈଲା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନ କିଣା ପୂର୍ବରୁ ପ୍ରସ୍ତୁତି ବୈଠକ ; ଯୋଗଦେଲେ ରାଜ୍ୟ ଉପସଭାପତି ସୋନାଲୀ ବିଶି
ବୀରମହାରାଜପୁର : (ସୌମିତ୍ରି ମେହେର) ଆଜି ନବନିର୍ମାଣ କୃଷକ ସଂଗଠନ, ସୁବର୍ଣ୍ଣପୁର ତରଫ ରୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲl...
ଅଧ୍ୟାପକ ଛାତ୍ରଛାତ୍ରୀ ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ; ଅଭିଯୋଗ ଆଣି ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କଲେ ଅଭିଭାବକ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ହାୟର ସେକେଣ୍ଡାରି ସ୍କୁଲ ସଂସ୍କୃତ ଅଧ୍ୟାପକ...
କାନପୁର ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; କଳାପଥର କୁ ହରାଇ ପଣ୍ଡିଆପାଲି ଚାମ୍ପିଆନ୍ ଘୋଷିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କାନପୁର ଖେଳ ପଡିଆରେ ଚାଲିଥିବା ମା ‘...
ଗୁଦଗୁଦା ସ୍କୁଲ ନିକଟରେ ରହିଛି ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ଗାଁ ସ୍କୁଲ ପଛପଟେ...
କେନଝରିଆ ପାଲି ପ୍ୟାକ୍ଡ ରେ ଧାନ ମଣ୍ଡି ର ଶୁଭାରମ୍ଭ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହlରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ସ୍ଥିତ ସେବା ସମବାୟ ସମିତି ପକ୍ଷରୁ...
ବୀରମହାରାଜପୁର କଲ୍ଯାଣ ମଣ୍ଡପ ଠାରେ ବି ଜେ ଡି ର ଡିଜିଟାଲ ସଦସ୍ୟତା ଗ୍ରହଣ ଅଭିଯାନ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ବୁଧବାର ବିଜୁ ଜନତା ଦଳର ଡିଜିଟାଲ...
ବୀରମହାରାଜପୁର କଲେଜ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ଖେଳ ପଡିଆରେ ଦ୍ବୀ – ଦିବସୀୟ 43 ତମ...
କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଦୁର୍ଜନତୈଲl ପଂଚାୟତ କୁଞ୍ଜlପାଲି ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ...
