Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ଆରବ ସାଗରରେ ନୌସେନାର ପରାକ୍ରମ, ଲୁଟେରାଙ୍କ କବଳରୁ ବଂଚାଇଲେ ୧୯ ପାକିସ୍ତାନୀ, ଗୋଟିଏ ଦିନରେ ୨ୟ ସଫଳତା

ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ ପୁଣି ଥରେ ଦେଖିବାକୁ ମିଳିଛି । ଭାରତୀୟ ନୌସେନା ଗତ ୨୪...

ଦିଲ୍ଲୀରେ ସୋରେନଙ୍କ ବାସଭବନରୁ ୩୬ ଲକ୍ଷ ନଗଦ ସହ ଲଗଜରୀ କାର ଜବତ; ଇଡିର ବଡ ଦାବି

ନୂଆଦିଲ୍ଲୀ: ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ କରାଯାଇଛି...

ରୋଚକ ମୋଡରେ ଝାଡଖଣ୍ଡ ରାଜନୀତିି କୁଆଡେ ଗଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିଧାୟକଙ୍କୁ ରାଂଚି ନ ଛାଡିବାକୁ ନିର୍ଦ୍ଦେଶ

ରାଂଚି: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୁସ୍କିଲ ବଢିବାରେ ଲାଗିଛି । ଗତକାଲି ଇଡିର ଟିମ୍...

ଶାଶୁ ମେକଅପ୍ ସାମଗ୍ରୀ ବ୍ୟବହାର କରିବାରୁ ଛାଡପତ୍ର ଦାବି କଲା ବୋହୂ

ଆଗ୍ରା: ଉତର ପ୍ରଦେଶର ଆଗ୍ରାରେ ଶାଶୁ-ବୋହୂ ମଧ୍ୟରେ ଝଗଡାର ଏକ ଅଜବ ମାମଲା ସାମ୍ନାକୁ ଆସିଛି । କ୍ରିମ, ପାଉଡରକୁ...

ଓଡିଶା ନେତାମାନଙ୍କର କଣ ଜୀବନ ନାହିଁ, ଜଣେ ବାହାର ଲୋକଙ୍କୁ ବସାଇ ସରକାର ଚଳାଇଛନ୍ତି: ଖଡଗେ

ଭୁୁବନେଶ୍ୱର: ସୋମବାର କଂଗ୍ରେସର ଓଡିଶା ବଂଚାଅ ସମାବେଶ ଶେଷ ହୋଇଛି । ଏଥିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ...

ନବୀନ ଓ ବିଜୁଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି, ଏ ସରକାର ତ ମିଛୁଆ ହୋଇଗଲାଣି: ଖଡ଼ଗେ

ଭୁବନେଶ୍ଵର: ଭୁବନେଶ୍ଵରରେ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶକୁ ଉଦବୋଧନ ଦେଇ  ରାଜ୍ୟରେ ଶାସକ ବିଜେଡି ଓ କେନ୍ଦ୍ରରେ କ୍ଷମତାସୀନ ବିଜେପି...

ଭୁୁବନେଶ୍ୱରରେ ପହଂଚିଲେ ଖଡଗେ, ଓଡିଶା ବଂଚାଅ ସମାବେଶକୁ ଦେବେ ଉଦବୋଧନ

ଭୁୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲେ ଖଡଗେ...

ଆସନ୍ତା ୨୭ରେ ରାଜ୍ୟସଭା ନିର୍ବାଚନ, ଓଡିଶାର ୩ ସାଂସଦଙ୍କ ସରୁଛି କାର୍ଯ୍ୟକାଳ, ଅଶ୍ୱିନୀ ବୈଷ୍ଣବ ବି ସାମିଲ୍

ଭୁୁବନେଶ୍ୱର: ଆସନ୍ତା ଫେବୃଆରୀ ୨୭ ତାରିଖରେ ହେବ ରାଜ୍ୟସବା ନିର୍ବାଚନ । ଏ ନେଇ ଆଜି ତାରିଖ ଘୋଷଣା କରିଛନ୍ତି...

ମହାମେଂଟରୁ ନୀତୀଶ ଅଲଗା ହେବା ପରେ ଲାଲୁଙ୍କ ବିରୋଧରେ ଆକ୍ସନ, ଇଡି ଦପ୍ତରରେ ଚାଲିଛି ଜେରା

ପାଟନା: ବିହାରରେ ମହାମେଂଟରୁ ଅଲଗା ହୋଇ ଏନଡିଏ ସହ ମିଶି ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବା ମାତ୍ରେ ଆରଜେଡି...

ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା

ଭୁୁବନେଶ୍ୱର: ଦ୍ୱୈତନଗରୀରର ପୋଲିସ କମିଶନର ଭବେ ଦାୟିତ୍ୱ ଗ୍ରହଣ କଲେ ସଞ୍ଜୀବ ପଣ୍ଡା । କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସଞ୍ଜୀବ...

ଦିଲ୍ଲୀରେ ହେମନ୍ତ ସୋରେନଙ୍କ ବାସଭବନରେ ଇଡି ଚଢାଉ, ଜମି ଦୁର୍ନୀତି ମାମଲାରେ ବଢିଲା ଗିରଫଦାରୀ ଆଶଙ୍କା

ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୁସ୍କିଲ ବଢିବାରେ ଲାଗିଛି । ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଦଳ...

ନୀତୀଶଙ୍କୁ ବହୁରୂପୀ ଏଣ୍ଡୁଅ ରତ୍ନରେ ସମ୍ମାନିତ କରାଯିବା ଉଚିତ୍: ଲାଲୁଙ୍କ ପୁଅ ତେଜପ୍ରତାପ

ନୂଆଦିଲ୍ଲୀ: ନୀତୀଶଙ୍କୁ ବହୁରୂପୀ ଏଣ୍ଡୁଅ ରତ୍ନରେ ସମ୍ମାନିତ କରାଯିବା ଉଚିତ୍। ନୀତୀଶଙ୍କ ଇସ୍ତଫା ପରେ ନିଜର ପ୍ରଥମ ପ୍ରତିକ୍ରିୟାରେ ଏହା...