ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ସଂସଦ ସୁରକ୍ଷା ମାମଲା: ଜାଣନ୍ତୁ ଗିରଫ ଚାରି ଅଭିଯୁକ୍ତଙ୍କ ମଧ୍ୟରୁ କିଏ କଣ କରୁଥିଲେ ?
ନୂଆଦିଲ୍ଲୀ: ଲୋକସଭା ସୁରକ୍ଷା ଉଲ୍ଲଂଘନ ମାମଲାରେ ଗିରଫ ଚାରି ଜଣଙ୍କ ମଧ୍ୟରୁ ଅତି କମରେ ତିନି ଜଣ ବେରୋଜଗାର ଥିଲେ...
ଲଦାଖକୁ ଆମେ ମାନ୍ୟତା ଦେଉନାହିଁ; ଧାରା ୩୭୦ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତି ଉପରେ ଚୀନର ଦୁଃସାହାସ
ଭୁୁବନେଶ୍ୱର: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସଂସଦର ନିଷ୍ପତି ଉପରେ ସୁପ୍ରିକୋର୍ଟ ମୋହର ମାରି ସାରିଛନ୍ତି । ଏହାକୁ ନେଇ...
କଇଁଛଙ୍କ ଅଣ୍ଡାଦାନ ସମୟରେ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ, ମେ ୧ ପର୍ଯ୍ୟନ୍ତ ମାଛଧରା ମନା
ଭୁୁବନେଶ୍ୱର: ଅଲିଭ ରିଡଲେରେ କଇଁଛଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହୋଇ ଯାଇଛି । ସେମାନଙ୍କ ସୁରକ୍ଷାକୁ ନେଇ ନଭେମ୍ବର ୩୧ରୁ...
ମଦ ଟଙ୍କାକୁ ନେଇ ରାଜନୀତି: ମନମୋହନ କହିଲେ ନିର୍ବାଚନରେ ବିଜେଡି ବାଂଟିଥାନ୍ତା ଏହି ଟଙ୍କା, ପ୍ରସନ୍ନଙ୍କ ଜବାବ-ବିଜେଡି ଦୁର୍ନୀତି କରେନି
ଭୁୁବନେଶ୍ୱର: ମଦ ଟଙ୍କାକୁ ନେଇ ରାଜନୀତି ଜୋର । କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ମଦ ବ୍ୟବସାୟରୁ...
ଆଜି ନିର୍ଣ୍ଣାୟକ ଟି-୨୦: ଟିମ୍ ଇଣ୍ଡିଆରେ ହୋଇପାରେ ୨ ବଡ ପରିବର୍ତ୍ତନ, ଏମିତି ହୋଇପାରେ ପ୍ଲେଇଙ୍ଗ XI
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍...
ଏଥର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ ନା ନିଜର ଗୁଣଗାନ କରି ଚାଲିଯିବେ ପିଏମ ମୋଦୀ
ଭୁବନେଶ୍ୱର: ନିକଟରେ ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ସଂପନ୍ନ ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମି...
ଜାଡରେ ଥରୁଛି ସାରା ରାଜ୍ୟ, ଜି. ଉଦୟଗିରିରେ ପାରଦ ୭ ଡିଗ୍ରୀ ତଳେ
ଜି. ଉଦୟଗିରି : ବାତ୍ୟା ପରେ ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି । ଗତ ୩ ଦିନ...
ସଂସଦ ଭବନର ସୁରକ୍ଷା ତ୍ରୁଟି ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ, ଲୋକସଭାର ୮ କର୍ମଚାରୀ ସସପେଣ୍ଡ୍
ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ । ସଂସଦର ସୁରକ୍ଷା ଦାୟିତ୍ୱରେ ଥିବା ୮ କର୍ମଚାରୀଙ୍କୁ...
ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଆକ୍ସନ ମୋଡରେ ମୋହନ ଯାଦବ, ମଧ୍ୟପ୍ରଦେଶରେ ଲାଉଡସ୍ପିକର ଉପରେ ଲାଗିଲା ରୋକ୍
ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମାତ୍ରେ ଆକ୍ସନ ମୋଡ଼ରେ ମୋହନ ଯାଦବ। ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବା...
ବିଷ୍ଣୁଦେବ ସାଏ ହେଲେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ ଅରୁଣ ସାଏ ଓ ବିଜୟ ଶର୍ମା
ରାୟପୁର: ଛତିଶଗଡ଼କୁ ମିଳିଲା ନୂତନ ମୁଖ୍ୟମନ୍ତ୍ରୀ। ବୁଧବାର ବିଷ୍ଣୁଦେବ ସାଏ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।...
ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା, ସରିବ ମାର୍ଚ୍ଚ ୪ରେ; ଜାଣନ୍ତୁ କେଉଁ ଦିନ କେଉଁ ବିଷୟ ରହିଛି
ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ। ଆସନ୍ତା ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪...
ମଧ୍ୟପ୍ରଦେଶରେ ଶିବରାଜଙ୍କ ଯୁଗର ଅନ୍ତ, ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ମୋହନ ‘ରାଜ’, ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ନେଲେ ଶପଥ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହ୍ୱାନଙ୍କ ଯୁଗର ପରିସମାପ୍ତି ଘଟିଛି । ରାଜ୍ୟରେ ଆରମ୍ଭ ହୋଇଛି ମୋହନରାଜର ଯୁଗ ।...
