ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ଭାରତୀୟ ଦଳକୁ ବଡ଼ ଝଟକା, ବିଶ୍ଵକପରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା; ପ୍ରସିଦ୍ଧ କୃଷ୍ଣଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ବିଶ୍ଵ କପ୍ ୨୦୨୩ ମଝିରେ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା...
ରାଜଧାନୀରେ ରେଞ୍ଜରୋଭର ଦୁର୍ଘଟଣା; ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ
କଟକ: ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ...
ଅଧ୍ୟକ୍ଷଙ୍କୁ ଭେଟନ୍ତୁ ଓ କ୍ଷମା ମାଗନ୍ତୁ, ରାଘବ ଚଡ୍ଡାଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ସୁପ୍ରିମକୋର୍ଟ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି।...
ରୋହିତ ଶର୍ମା କଲେ ଏମିତି କାରନାମା, ଯାହା କ୍ରିକେଟ୍ ଇତିହାସରେ କେହି କରି ନାହାନ୍ତି
ନୂଆଦିଲ୍ଲୀ: ଗତକାଲି ଚଳିତ ବିଶ୍ଵକପର ୩୩ତମ ମୁକାବିଲାରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ୩୦୨ ରନର ବିଶାଳ ବିଜୟ ସହ ପ୍ରଥମ...
ସୁପ୍ରିମକୋର୍ଟକୁ ‘ତାରିଖ ପରେ ତାରିଖ’ କୋର୍ଟ ହେବାକୁ ଦେବୁ ନାହିଁ: ସିଜେଆଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟରେ ମାମଲାର ତାରିଖ ଘୁଞ୍ଚାଯିବା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ...
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା, ସମୀକ୍ଷା କଲେ ଗଜପତି ମହାରାଜ
ପୁରୀ: ଆଗାମୀ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ହେବ। ଏ ନେଇ ଶୁକ୍ରବାର ଗଜପତି ମହାରାଜ ସୂଚନା...
ସୂଚନା ପ୍ରନ୍ତ୍ରଣାଳୟ ଆପଲକୁ ପଠାଇଲା ନୋଟିସ୍, ଆଟାକର ପ୍ରମାଣ ଦେଉ କମ୍ପାନୀ
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗୁରୁବାର ଏପଲକୁ ନୋଟିସ୍ ଜାରି କରି ଆଲର୍ଟ ମେସେଜ ବିଷୟରେ ଜବାବ ଲୋଡିଛି।...
ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ
ମୁମ୍ବାଇ: ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡ଼ିୟମରେ ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବିଶ୍ଵକପ୍ ୨୦୨୩ର ଏକ ମୁକାବିଲା ଖେଳାଯିବ। ଭାରତୀୟ...
ଡିସିପି କହିଲେ –ଟିଉସନ ପାଇଁ ତଣ୍ଟି କାଟି ଦେଲା ଦୁର୍ବୃତ୍ତ, ମୃତକ ବାପାଙ୍କ ଦାବି ସିବିଆଇ ତଦନ୍ତ କରାଯାଉ
ଭୁବନେଶ୍ଵର: ଜଟଣୀ ବେଣାପଞ୍ଜରୀରେ ଘରେ ପଶି ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ। ଟିଉସନ...
ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା, ଇତିହାସ ଦୋହରାଇବାର ଦ୍ଵାରରେ ହିଟ୍ ମ୍ୟାନ୍, ଜାଣନ୍ତୁ ନଭେମ୍ବର ୨ କାହିଁକି ଖାସ୍
ନୂଆଦିଲ୍ଲୀ: ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡ଼ିୟମରେ ଗୁରୁବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବିଶ୍ଵକପ୍ ୨୦୨୩ର ଏକ ମୁକାବିଲା ଖେଳାଯିବ। ଭାରତୀୟ...
ଇଡି ସାମ୍ନାରେ ହାଜର ହେବେ ନାହିଁ କେଜରିଓ୍ଵାଲ, ଦେଲେ ନୋଟିସର ଜବାବ; କହିଲେ- ନୋଟିସ୍ ଫେରାଇ ନେଉ ଏଜେନ୍ସି
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ...
ସେନାର ତଥ୍ୟ ଲିକ୍ କରୁଥିଲେ ମେଜର, ଚାକିରିରୁ ବିଦା କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷାକୁ ବିପଦରେ ପକାଇଥିବା ସେନାର ଜଣେ ଅଧିକାରୀଙ୍କ ବିରୋଧରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।...
